କରୋନା ମୁକାବିଲା ପାଇଁ କେଜ୍ରିୱାଲଙ୍କ ୫-ଟି ଆକ୍ସନ ପ୍ଲାନ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଅତିକ୍ରମ କରି ସାରିଲାଣି। ପୂର୍ବରୁ କରୋନାର ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେଇଥିବା ଦିଲ୍ଲୀ ସରକାର ଏବେ ୫-ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଟେଷ୍ଟିଂ, ଟ୍ରିଟ, ଟ୍ରେସ, ଟିମ ୱର୍କ ଓ ଟ୍ରାକ। ଏହି ଆଧାରରେ ଦିଲ୍ଲୀ ସରକାରଙ୍କ କର୍ମଚାରୀମାନେ କାର୍ଯ୍ୟ କରିବେ। ଏଥିସହ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତା’ର […]

aap

aap

Hemant Lenka
  • Published: Tuesday, 07 April 2020
  • Updated: 07 April 2020, 01:58 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଅତିକ୍ରମ କରି ସାରିଲାଣି। ପୂର୍ବରୁ କରୋନାର ମୁକାବିଲା ପାଇଁ ଏକାଧିକ ପଦକ୍ଷେପ ନେଇଥିବା ଦିଲ୍ଲୀ ସରକାର ଏବେ ୫-ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି।

ଟେଷ୍ଟିଂ, ଟ୍ରିଟ, ଟ୍ରେସ, ଟିମ ୱର୍କ ଓ ଟ୍ରାକ। ଏହି ଆଧାରରେ ଦିଲ୍ଲୀ ସରକାରଙ୍କ କର୍ମଚାରୀମାନେ କାର୍ଯ୍ୟ କରିବେ। ଏଥିସହ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତା’ର ପରୀକ୍ଷା କରିବା ପାଇଁ ଏକ ଲକ୍ଷ ଲୋକଙ୍କ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯିବ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଆମେ କରୋନା ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛୁ। ଆମେ ୫୦ ହଜାର ଲୋକଙ୍କ ପରୀକ୍ଷା ପାଇଁ କିଟ୍‌ ଅର୍ଡର କରିଛୁ। ବର୍ତ୍ତମାନ କିଟ୍‌ ଆସିବା ଆରମ୍ଭ ହୋଇଛି। ଏଥିସହ ଦ୍ରୁତବେଗରେ ୧ ଲକ୍ଷ ଲୋକଙ୍କ ପରୀକ୍ଷା ପାଇଁ ମଧ୍ୟ ଯୋଜନା କରିଛୁ। ହଟସ୍ପଟ ଅଞ୍ଚଳରେ ପ୍ରାୟ ସବୁ ଲୋକଙ୍କର ପରୀକ୍ଷା କରାଯିବ।

ଆମ ଯୋଜନାର ପ୍ରଥମ ଷ୍ଟେପ ହେଲା ଟେଷ୍ଟ। ଯଦି ଆମେ ଟେଷ୍ଟ ନ କରିବା, ତା’ହେଲେ ଆମେ କେବେ ହେଲେ ପ୍ରଭାବିତ ଘରକୁ ଚିହ୍ନଟ କରିପାରିବା ନାହିଁ। ଏହାଦ୍ୱାରା ସଂକ୍ରମଣ ବ୍ୟାପିବ।

ଦକ୍ଷିଣ କୋରିଆ ବିପୁଳ ପରିମାଣର ଟେଷ୍ଟ କରି ପ୍ରତିଟି ସଂକ୍ରମଣକୁ ଚିହ୍ନଟ କରିଥିଲା। ଆମେ ବର୍ତ୍ତମାନ ଦକ୍ଷିଣ କୋରିଆ ଭଳି ଟେଷ୍ଟିଂ କରିବୁ। ଏହାପରେ ଟ୍ରେସିଂ କଣ୍ଟାକ୍ଟ। ପିଜିଟିଭ କେସ ଗୁଡ଼ିକୁ ଉତ୍ତମ ଟ୍ରିଟମେଣ୍ଟ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିମ ୱର୍କ। ଏଥିସହ ସବୁ କାମର ଟ୍ରାକିଂ ଓ ମନିଟରିଂ ମଧ୍ୟ କରାଯିବ।”

ତବଲିଗି ଜମାତ ଉପରେ ମତ ଦେଇ ସେ କହିଛନ୍ତି, “ଆମେ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ଫୋନ ନମ୍ବର ପାଇଛୁ। ସେମାନଙ୍କୁ ଟ୍ରାକ୍ କରି ପୁଲିସ୍ ସେମାନଙ୍କୁ ପରୀକ୍ଷା ପାଇଁ ଆଣିବ। ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story