ବିଶ୍ୱ ଖାଦ୍ୟ ମେଳାରେ ମହକିଲା ଖେଚୁଡି

୮୦୦ କିଲୋର ଖେଚୁଡି ମହକାଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱ ଖାଦ୍ୟ ମେଳାରେ ସାରା ବିଶ୍ୱ ଭାରତୀୟ ଖାଦ୍ୟ ଶରଣୀର ଏହି ପ୍ରମୁଖ ଡିସ୍‌ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଛନ୍ତି। ୧୦୦୦ ଲିଟର ଜଳ ଧାରଣ କରିବାର କ୍ଷମତା ରଖିଥିବା ଏକ ବଡ କଡାଇରେ ପ୍ରସ୍ତୁତ ହେଉଥିବା ଖେଚୁଡି ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଭାରତୀୟଙ୍କ ପାଇଁ ବେସ୍ ଜଣାଶୁଣା ଏହି ପାରମ୍ପରିକ ଖାଦ୍ୟ ଦେଶର ସବୁ ପ୍ରାନ୍ତରେ ପ୍ରସ୍ତୁତ ହୋଇଥାଏ। […]

khichdi_759

khichdi_759

Rakesh Mallick
  • Published: Friday, 03 November 2017
  • Updated: 03 November 2017, 06:14 PM IST

Sports

Latest News

୮୦୦ କିଲୋର ଖେଚୁଡି ମହକାଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱ ଖାଦ୍ୟ ମେଳାରେ ସାରା ବିଶ୍ୱ ଭାରତୀୟ ଖାଦ୍ୟ ଶରଣୀର ଏହି ପ୍ରମୁଖ ଡିସ୍‌ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଛନ୍ତି। ୧୦୦୦ ଲିଟର ଜଳ ଧାରଣ କରିବାର କ୍ଷମତା ରଖିଥିବା ଏକ ବଡ କଡାଇରେ ପ୍ରସ୍ତୁତ ହେଉଥିବା ଖେଚୁଡି ରେକର୍ଡ ସୃଷ୍ଟି କରିବାକୁ ଯାଉଛି।

ଭାରତୀୟଙ୍କ ପାଇଁ ବେସ୍ ଜଣାଶୁଣା ଏହି ପାରମ୍ପରିକ ଖାଦ୍ୟ ଦେଶର ସବୁ ପ୍ରାନ୍ତରେ ପ୍ରସ୍ତୁତ ହୋଇଥାଏ।  ତେବେ ଖେଚୁଡିକୁ ଜାତୀୟ ଖାଦ୍ୟ ଭାବେ ଘୋଷଣା କରିବାକୁ ହେଉଥିବା ଟଣାଓଟରା ଭିତରେ ବିବୃତ୍ତି ରଖିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ଦ୍ୟୋଗ ମନ୍ତ୍ରୀ ହର୍ସିମତ୍‌ କୌର ବାଦଲ।

ପୂର୍ବରୁ ଏହି ମେଳାରେ ଖେଚୁଡିକୁ ଭାରତର ରାଷ୍ଟ୍ରୀୟ ଖାଦ୍ୟ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଥିବା ଏକ ଖବର ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା। ତେବେ ଶେଷ ମୂହୁର୍ତ୍ତରେ ଏହାକୁ ରାଷ୍ଟ୍ରୟ ଖାଦ୍ୟ ନୁହେଁ ବରଂ ଏହି ଆର୍ନ୍ତରାଷ୍ଟ୍ରୀୟ ମେଳାରେ ଭାରତୀୟ ଖାଦ୍ୟର ବ୍ରାଣ୍ଡ ଭାବେ ଉପସ୍ଥାପନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ବାଦଲ । ଖେଚୁଡିକୁ ଗ୍ଲୋବାଲ ଫୁଡ୍‌ ସୋ, ୱାଲ୍ଡ ଫୁଡ୍‌ ଇଣ୍ଡିଆରେ ‘ବ୍ରାଣ୍ଡ ଇଣ୍ଡିଆନ୍ ଫୁଡ’ ଭାବେ ଉପସ୍ଥାପିତ କରାଯାଉଛି। ରେକର୍ଡ ସୃଷ୍ଟି କରିବାକୁ ବିପୁଳ ପରିମାଣର ଖେଚୁଡି ରନ୍ଧନ କରାଯାଇ ଭାରତୀୟ ଖାଦ୍ୟ ଶରଣୀରେ ଏହାକୁ ସର୍ବୋତ୍କୃଷ୍ଟ ବୋଲି ପ୍ରଦର୍ଶନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story