ଶସ୍ତା ହେଲା ଆଣ୍ଠୁ ପ୍ରତିରୋପଣ, ପ୍ରାୟ ୭୦ ପ୍ରତିଶତ ଖସିଲା

ନୂଆଦିଲ୍ଲୀ: ଆର୍ଥରାଇଟିସ ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର। ଶସ୍ତା ହୋଇଛି ଆଣ୍ଠୁ ପ୍ରତିରୋପଣ। ଅପରେସନ୍‌ କରି ଆଣ୍ଠୁ ପ୍ରତିରୋପଣ କରିବା ପାଇଁ ପୂର୍ବରୁ ଖର୍ଚ୍ଚ ହେଉଥିବା ଅର୍ଥରେ ପ୍ରାୟ ୭୦ ପ୍ରତିଶତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ୫୪ ହଜାର ଟଙ୍କାରୁ ୧.୧୪ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି। ଗତକାଲି ଠାରୁ ଏହା ଲାଗୁ ହୋଇଯାଇଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ସରକାରଙ୍କ […]

knee

knee

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 12:02 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥରାଇଟିସ ରୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର। ଶସ୍ତା ହୋଇଛି ଆଣ୍ଠୁ ପ୍ରତିରୋପଣ। ଅପରେସନ୍‌ କରି ଆଣ୍ଠୁ ପ୍ରତିରୋପଣ କରିବା ପାଇଁ ପୂର୍ବରୁ ଖର୍ଚ୍ଚ ହେଉଥିବା ଅର୍ଥରେ ପ୍ରାୟ ୭୦ ପ୍ରତିଶତ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ୫୪ ହଜାର ଟଙ୍କାରୁ ୧.୧୪ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି। ଗତକାଲି ଠାରୁ ଏହା ଲାଗୁ ହୋଇଯାଇଛି।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଯେ ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ରୋଗୀମାନଙ୍କର ୧,୫୦୦ କୋଟି ଟଙ୍କା ବଞ୍ଚିବ।

ଡାକ୍ତରଖାନାରେ ବିଭିନ୍ନ ପ୍ରକାରରେ ଆଣ୍ଠୁ ପ୍ରତିରୋପଣ କରାଯାଏ। ଏହି ସବୁ ପୃଥକ ପୃଥକ ଚିକିତ୍ସା ପଦ୍ଧତି ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଆସନ୍ତୁ ଜାଣିବା କେଉଁ ପଦ୍ଧତି ପାଇଁ କେତେ ଅର୍ଥ ନିର୍ଦ୍ଧାରଣ କରାଯାଇଛି।

  • ସରକାରଙ୍କ ଘୋଷଣା ଅନୁଯାୟୀ ସାଧାରଣ ଆଣ୍ଠୁ ପ୍ରତିରୋପଣ ପାଇଁ ଏବେ ୫୪,୭୨୦ ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ ଏଥିପାଇଁ ଲକ୍ଷେରୁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା।
  • ପ୍ରାୟ ସମସ୍ତ ଡାକ୍ତରଖାନାରେ ଷ୍ଟାଣ୍ଡାର୍ଡ କୋବଲ୍ଟ କ୍ରୋମିୟମ ଆଣ୍ଠୁ ପ୍ରତିରୋପଣ କରାଯାଇଥାଏ। ଏଥିପାଇଁ ଡାକ୍ତରଖାନାଗୁଡ଼ିକ ପୂର୍ବରୁ ଅଢ଼େଇ ଲକ୍ଷ ଟଙ୍କା ନେଉଥିଲେ। ଏବେ ଏଥିପାଇଁ ମାତ୍ର ୬୦ ହଜାର ଟଙ୍କା ଦେବାକୁ ପଡ଼ିବ।
  • ମେଟାଲ୍‌ ଜିନକୋନିମ ଆଣ୍ଠୁ ପ୍ରତିରୋପଣ ପାଇଁ ପୂର୍ବରୁ ଅଢ଼େଇ ଲକ୍ଷରୁ ସାଢ଼େ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ସରକାର ଏହାକୁ ହ୍ରାସ କରି ୭୬,୬୦୦ ଟଙ୍କା କରି ଦେଇଛନ୍ତି।
  • ଫ୍ଲେକ୍ସିବିଲିଟ୍ ସିଲିଂଗ ଆଣ୍ଠୁ ପ୍ରତିରୋପଣ ଦରକୁ ହ୍ରାସ କରି ୫୬,୪୯୦ ଟଙ୍କା କରି ଦିଆଯାଇଛି। ପୂର୍ବରୁ ଏହା ୧ ଲକ୍ଷ ୮୧ ହଜାର ୭୨୮ ଟଙ୍କା ଥିଲା।
  • ରିଭିଜନ ପ୍ରତିରୋପଣ ପାଇଁ ଡାକ୍ତରଖାନା ଗୁଡ଼ିକ ୨ ଲକ୍ଷ ୭୫ ହଜାର ଟଙ୍କାରୁ ଆରମ୍ଭ କରି ୬ ଲକ୍ଷ ୫୦ ହଜାର ଟଙ୍କା ନେଉଥିଲେ। ସରକାର ଏହାକୁ ବହୁତ ହ୍ରାସ କରି ଦେଇଛନ୍ତି। ଏବେ ଏହି ପ୍ରକାରର ଆଣ୍ଠୁ ପ୍ରତିରୋପଣ ପାଇଁ ୧ ଲକ୍ଷ ୧୩ ହଜାର ୯୫୦ ଟଙ୍କା ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story