ସୁଲତାନଙ୍କ ଚିକିତ୍ସା ପାଇଁ ମେଡିକାଲ୍ ପାଲଟିଲା ହୋଟେଲ୍: ୯ କିମି ରାସ୍ତା ଯାଉଥିଲେ ହେଲିକପ୍ଟରରେ

କୁଏତ୍ ରାଜ ପରିବାରର ସଦସ୍ୟଙ୍କ ବିଳାସମୟ ଜୀବନଯାପନ ବିଷୟରେ କିଏ ବା ନ ଜାଣିଛି। କୁଏତ୍ ସୁଲତାନ ଶେଖ୍ ସବା ଅଲ୍ ଅହମ୍ମଦ ଅମୀର। ବିଭିନ୍ନ ରୋଗରେ ପୀଡିତ ସୁଲତାନ ନିକଟରେ ରୋଗର ଚିକିତ୍ସା କରିବା ପାଇଁ ଭାରତ ଆସିଥିଲେ। ଚିକିତ୍ସା ସରିଯାଇଛି ଆଉ ସୁଲତାନ ଫେରି ଯାଇଛନ୍ତି ନିଜ ଦେଶକୁ। କିନ୍ତୁ ତାଙ୍କୁ ନେଇ ଭାରତରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କାରଣ ସୁଲତାନଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କ। । ଯାହା ଶୁଣିଲେ […]

SULTAN copy

SULTAN copy

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 08:40 PM IST

Sports

Latest News

କୁଏତ୍ ରାଜ ପରିବାରର ସଦସ୍ୟଙ୍କ ବିଳାସମୟ ଜୀବନଯାପନ ବିଷୟରେ କିଏ ବା ନ ଜାଣିଛି। କୁଏତ୍ ସୁଲତାନ ଶେଖ୍ ସବା ଅଲ୍ ଅହମ୍ମଦ ଅମୀର। ବିଭିନ୍ନ ରୋଗରେ ପୀଡିତ ସୁଲତାନ ନିକଟରେ ରୋଗର ଚିକିତ୍ସା କରିବା ପାଇଁ ଭାରତ ଆସିଥିଲେ। ଚିକିତ୍ସା ସରିଯାଇଛି ଆଉ ସୁଲତାନ ଫେରି ଯାଇଛନ୍ତି ନିଜ ଦେଶକୁ। କିନ୍ତୁ ତାଙ୍କୁ ନେଇ ଭାରତରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କାରଣ ସୁଲତାନଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କ। । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଗତ ସୋମବାର ଦିନ କୁଏତ୍‌ର ସୁଲତାନ ରୋଗର ଚିକିତ୍ସା ପାଇଁ ଗ୍ରେଟର ନୋଏଡାର ଜେପି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ବେଶ୍ କିଛିଦିନ ଧରି ବ୍ଲଡପ୍ରେସର, ସୁଗାର ଓ କିଡନି ରୋଗରେ ପୀଡିତ ଥିବା ସୁଲତାନ ତାଙ୍କ ୮ ଜଣ ପତ୍ନୀ ଓ ପରିବାରର ଅନ୍ୟ ୨୮ ସଦସ୍ୟଙ୍କ ସହ ଭାରତ ଆସିଥିଲେ। ସୁଲତାନଙ୍କ ରହିବା ପାଇଁ ବୁକ୍ ହୋଇଥିଲା ଜେପି ରିସୋର୍ଟ ନାମକ ବଡ଼ ଏକ ହୋଟେଲ୍। ତେବେ ସୁଲତାନ ଭାରତ ପହଞ୍ଚିବାର ୧୫ ଦିନ ପୂର୍ବରୁ ବଦଳି ଯାଇଥିଲା ପୂରା ହସ୍ପିଟାଲର ରୂପରେଖ। ଅମୀରଙ୍କ ପରିବାର ପାଇଁ ବୁକିଂ ହୋଇଥିବା ରୁମ୍‌ର ଇଣ୍ଟରିୟର ଡିଜାଇନିଂ ବଦଳା ଯାଇଥିଲା। ଅମିରଙ୍କ ପାଇଁ ବୁକିଂ ହୋଇଥିବା ସମସ୍ତ ରୁମ୍‌କୁ ପୂରା ରାଜପ୍ରାସାଦର ରୂପ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ରିସୋର୍ଟରୁ ହସ୍ପିଟାଲକୁ ୯ କିଲୋମିଟର ଦୂରତାକୁ ହେଲିକପ୍ଟରରେ ଯିବା ଆସିବା କରୁଥିଲେ ଅମୀରଙ୍କ ପୂରା ପରିବାର। ଯାହା ତାଙ୍କ ରାଜକୀୟ ଠାଣିକୁ ଦର୍ଶାଉଥିଲା। ହସ୍ପିଟାଲର ୨୦ ଜଣିଆ ଡକ୍ଟର ଟିମ୍ ଅମୀରଙ୍କ ଚିକିତ୍ସା କରୁଥିଲେ। କୌଣସି କ୍ଷେତ୍ରରେ ଯେପରି କିଛି ସମସ୍ୟା ଦେଖା ନ ଦେବ ସେଥିପାଇଁ ବେଶ୍ ଯତ୍ନବାନ ଥିଲେ ଉଭୟ ହସ୍ପିଟାଲ ଓ ରିସୋର୍ଟ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story