ରାଜନେତା ରାହୁଲ କେମିତି ରୋଜଗାର କରନ୍ତି ଟଙ୍କା?

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହୋଇଛି ରାହୁଲ ଗାନ୍ଧିଙ୍କ ଯୁଗ। ସେ ବନିଛନ୍ତି ଦଳର ଅଧ୍ୟକ୍ଷ। ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କୁ ଲୋକେ କେବଳ ଜଣେ ରାଜନେତା ହିସାବରେ ଜାଣିଛନ୍ତି। କିନ୍ତୁ ସେ ଯେ ଜଣେ ବ୍ୟବସାୟୀ ଏକଥା ଖୁବ୍ କମ୍ ଲୋକ ଜାଣିଥିବେ। ଆଜି ଆମେ ଆପଣଙ୍କୁ ବ୍ୟବସାୟୀ ରାହୁଲ ଗାନ୍ଧିଙ୍କ ସହିତ ପରିଚିତ କରାଇବୁ। ରାଜନୀତିରେ ରାହୁଲଙ୍କ ଦକ୍ଷତାକୁ ନେଇ ଏବେବି ବିରୋଧୀମାନେ ପ୍ରଶ୍ନ ଉଠାନ୍ତି। ଏହା ଏକ ବିତର୍କର ବିଷୟ। ଏବେ ତାଙ୍କୁ ଦଳ […]

rahul

rahul

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 10:56 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହୋଇଛି ରାହୁଲ ଗାନ୍ଧିଙ୍କ ଯୁଗ। ସେ ବନିଛନ୍ତି ଦଳର ଅଧ୍ୟକ୍ଷ। ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧିଙ୍କୁ ଲୋକେ କେବଳ ଜଣେ ରାଜନେତା ହିସାବରେ ଜାଣିଛନ୍ତି। କିନ୍ତୁ ସେ ଯେ ଜଣେ ବ୍ୟବସାୟୀ ଏକଥା ଖୁବ୍ କମ୍ ଲୋକ ଜାଣିଥିବେ। ଆଜି ଆମେ ଆପଣଙ୍କୁ ବ୍ୟବସାୟୀ ରାହୁଲ ଗାନ୍ଧିଙ୍କ ସହିତ ପରିଚିତ କରାଇବୁ।

ରାଜନୀତିରେ ରାହୁଲଙ୍କ ଦକ୍ଷତାକୁ ନେଇ ଏବେବି ବିରୋଧୀମାନେ ପ୍ରଶ୍ନ ଉଠାନ୍ତି। ଏହା ଏକ ବିତର୍କର ବିଷୟ। ଏବେ ତାଙ୍କୁ ଦଳ ପକ୍ଷରୁ ସବୁଠୁ ବଡ଼ ଦାୟିତ୍ୱ ଦିଆଯାଇଛି। ତେଣୁ ଆଗାମୀ ଦିନରେ ରାଜନୀତିରେ ତାଙ୍କର ଦକ୍ଷତା ସଂପର୍କରେ ଜଣାପଡ଼ିବ। ତେବେ ବ୍ୟବସାୟ କ୍ଷେତ୍ରରେ ସେ ନିଜ ପାରଦର୍ଶିତା ସାବ୍ୟସ୍ତ କରି ସାରିଛନ୍ତି। ପୁଞ୍ଜି ନିବେଶ କ୍ଷେତ୍ରରେ ସେ ବେଶ୍ ପାରଙ୍ଗମ। ଖାସ୍ କରି ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଚତୁରତାର ସହ ପୁଞ୍ଜି ନିବେଶ କରି ମୋଟା ଅଙ୍କର ଅର୍ଥ ରୋଜାଗାର କରୁଛନ୍ତି ରାହୁଲ। ଏହାଛଡ଼ା ସେ ବ୍ରିଟେନ୍‌ର କିଛି କମ୍ପାନୀରେ ପୁଞ୍ଜି ନିବେଶ କରିବା ସହିତ ବିପିଓ କମ୍ପାନୀର ଅଂଶୀଦାର ମଧ୍ୟ ରହିଛନ୍ତି।

ଦୋକାନରୁ ଲାଭ: ରାହୁଲ ଗାନ୍ଧି ୨୦୦୫ ମସିହାରେ Emmar MGF Groupଠାରୁ ଦିଲ୍ଲୀର ମେଟ୍ରୋପୋଲିଟନ୍‌ ମଲ୍‌ରେ ଦୁଇଟି ଦୋକାନ କିଣିଥିଲେ। ଦିଲ୍ଲୀର ସାକେତ ଅଞ୍ଚଳରେ ଏହି ମଲ୍‌ଟି ଅଛି। ଗୋଟିଏ ଦୋକାନର ଆକାର ୫୧୪.୪୪ ବର୍ଗ ଫୁଟ ଓ ଅନ୍ୟଟିର ୯୯୯.୯୮ ବର୍ଗ ଫୁଟ। ଏହି ଦୁଇଟି ଦୋକାନକୁ ରାହୁଲ ସେତେବେଳେ ୧.୬୩ କୋଟି ଟଙ୍କାରେ କିଣି ଥିଲେ। ୨୦୦୯ରେ ଲୋକସଭା ନିର୍ବାଚନ ଲଢ଼ିଲା ବେଳେ ରାହୁଲ ଏହି ସବୁ ତଥ୍ୟ ନିଜେ ଦେଇଥିଲେ। ଏହାପରେ ରାହୁଲ୍ ୨୦୧୦ରେ ଏହି ଦୋକାନ ଦୁଇଟିକୁ ପାଖାପାଖି ୩ ଗୁଣାରେ ମୂଲ୍ୟରେ ଅର୍ଥାତ୍ ୫.୬ କୋଟି ଟଙ୍କାରେ ବିକ୍ରି କରିଥିଲେ। ୨୦୦୯ରେ ରାହୁଲ ଗୁଡଗାଓଁରେ ଦୁଇଟି କମର୍ସିଆଲ୍‌ ପ୍ରୋପର୍ଟିରେ ପୁଞ୍ଜି ନିବେଶ କରିଥିଲେ। ଏହା ଦୁଇ ପ୍ରୋପର୍ଟିକୁ ଗୁଡଗାଓଁର ସିଗ୍ନେଚର ଟାୱର-୨ରେ ବୁକ୍ କରାଯାଇଥିଲା। ଗୋଟିଏର ମୂଲ୍ୟ ୧.୪୪ କୋଟି ଟଙ୍କା ଥିବା ବେଳେ ଅନ୍ୟଟିର ମୂଲ୍ୟ ଥିଲା ୫.୬୩ କୋଟି ଟଙ୍କା।

Startup bpo companyରେ ଅଂଶୀଦାର: ରାହୁଲ ଗାନ୍ଧି Backup Services Pvt Ltd ନାମକ ଏକ ଷ୍ଟାର୍ଟ ଅପ୍‌ ବିପିଓ କମ୍ପାନୀରେ ସେ ଯୋଡ଼ି ହୋଇଥିଲେ। ୨୦୦୨ରେ ଦିଲ୍ଲୀସ୍ଥିତ ଏହି କମ୍ପାନୀ ୨୫ ଲକ୍ଷ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲା।  ୨୦୦୪ ପର୍ଯ୍ୟନ୍ତ ଏହି କଂପାନୀରେ ରାହୁଲ ଗାନ୍ଧିଙ୍କର ୮୦ ପ୍ରତିଶତ ଅଂଶଧନ ରହିଥିଲା। ୨୦୦୪ରେ ସେ ନିର୍ବାଚନ କମିଶନଙ୍କୁ ସତ୍ୟପାଠ ଜରିଆରେ ଏହି ସୂଚନା ଦେଇଥିଲେ। କିନ୍ତୁ ପରେ ରାହୁଲ ତାଙ୍କର ଏହି ଅଂଶଧନକୁ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁରେ କରି ଦେଇଥିଲେ। ପ୍ରିୟଙ୍କା ୨୦୧୦ ପର୍ଯ୍ୟନ୍ତ ଏହି କମ୍ପାନୀରେ ୯୧.୬୭ ପ୍ରତିଶତ ଅଂଶୀଦାର ଥିଲେ।

ରାହୁଲଙ୍କ ଜମିବାଡ଼ି: ରାହୁଲ ୨୦୦୮ରେ ଚାଷ ଜମିରେ ୨୮.୨୨ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରିଥିଲେ। ଫରିଦାବାଦ୍‌ର ମୌଜା ହସନପୁର ଗାଁରେ ସେ ୬ ଏକର ଜମି କିଣି ଥିଲେ। କିନ୍ତୁ ୨୦୧୨ରେ ରାହୁଲ ଏହି ଜମିକୁ ପ୍ରିୟଙ୍କା ଗାନ୍ଧିଙ୍କୁ ଉପହାର ଭାବେ ଦେଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story