ବଡଘରର ବଡ କଥା: ଜାଣନ୍ତୁ ଅମ୍ବାନୀଙ୍କ ଘରୋଇ ସହାୟକଙ୍କ ଦରମା କେତେ

ମୁମ୍ବାଇ: କଥାରେ ଅଛି, ବଡ ଘର ବଡ ଗୁମର କଥା। ବଡବଡିଆ ଲୋକଙ୍କ ଘରେ ଏମିତି କଥା ହୁଏ ଯାହା ସମସ୍ତଙ୍କୁ ଚକିତ କରେ। ସେମିତି ଜଣେ ବିତ୍ତଶାଳୀଙ୍କ କଥା ଆମେ ଆଜି କହିବାକୁ ଯାଉଛୁ। ଯାହାଙ୍କ ଘରେ ଘରୋଇ ସହାୟକ ବି ଭାରି ଦାମିକିଆ। ବିଶ୍ୱର ଜଣେ ବିତ୍ତଶାଳୀ ବ୍ୟକ୍ତି ଭାବ ଜଣାଶୁଣା ରିଲାଏନ୍ସ କମ୍ପାନୀର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କୁ କିଏ ନ ଜାଣେ। ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୨୬ତମ ସ୍ଥାନରେ ରହିଛନ୍ତି ଅମ୍ବାନୀ। […]

ambani

ambani

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 08:28 AM IST

Sports

Latest News

ମୁମ୍ବାଇ: କଥାରେ ଅଛି, ବଡ ଘର ବଡ ଗୁମର କଥା। ବଡବଡିଆ ଲୋକଙ୍କ ଘରେ ଏମିତି କଥା ହୁଏ ଯାହା ସମସ୍ତଙ୍କୁ ଚକିତ କରେ। ସେମିତି ଜଣେ ବିତ୍ତଶାଳୀଙ୍କ କଥା ଆମେ ଆଜି କହିବାକୁ ଯାଉଛୁ। ଯାହାଙ୍କ ଘରେ ଘରୋଇ ସହାୟକ ବି ଭାରି ଦାମିକିଆ।

ବିଶ୍ୱର ଜଣେ ବିତ୍ତଶାଳୀ ବ୍ୟକ୍ତି ଭାବ ଜଣାଶୁଣା ରିଲାଏନ୍ସ କମ୍ପାନୀର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କୁ କିଏ ନ ଜାଣେ। ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ୨୬ତମ ସ୍ଥାନରେ ରହିଛନ୍ତି ଅମ୍ବାନୀ। ମୁମ୍ବାଇରେ ଥିବା ତାଙ୍କ ଅଲିସାନ କୋଠାର ନାଁ ହେଉଛି ଏଣ୍ଟିଲିଆ। ୧୧,୦୦୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ୨୭ ମହଲା ବିଶିଷ୍ଟ କୋଠାରେ ସବୁପ୍ରକାର ସୁବିଧା ରହିଛି। ସୁଇମିଂ ପୁଲ୍‌, ଗାର୍ଡନ୍‌ ସହ ବିଭିନ୍ନ ଅତ୍ୟାଧୁନିକ ସୁବିଧା ରହିଛି ଏହି ଘରେ।

ଏଠାରେ ଅମ୍ବାନୀ ଘରର ସଦସ୍ୟଙ୍କ ଲାଗି ୬୦୦ ଘରୋଇ ସହାୟକ ଅଛନ୍ତି। ଏମାନଙ୍କୁ ମୁକେଶ କେବେହେଲେ କର୍ମଚାରୀ ବୋଲି ଭାବି ନଥାନ୍ତି। ସେମାନଙ୍କୁ ଘରର ଜଣେ ଜଣେ ସଦସ୍ୟ ବୋଲି ବିବେଚନା କରାଯାଏ। ଏମାନଙ୍କର ଜଣେ ଟିମ୍‌ ଲିଡ୍‌ର ରହିଛନ୍ତି। ଯାହାଙ୍କର ମାସିକ ଦରମା ହେଉଛି ୨ ଲକ୍ଷ ଟଙ୍କା। ଆଉ ଏହି ଅନୁପାତରେ ତାଙ୍କ ତଳେ ରହିଥିବା କର୍ମଚାରୀ ଦରମା ପାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story