ହିରୋସିମା ଓ ନାଗାସାକି ଉପରେ ଆମେରିକା କାହିଁକି ପକାଇଥିଲା ପରମାଣୁ ବୋମା ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆମେରିକା ଏକମାତ୍ର ଦେଶ ଯିଏ ମାନବ ଇତିହାସରେ ସବୁଠାରୁ ବଡ଼ ନରସଂହାର କରିବା ପାଇଁ ପରମାଣୁ ବୋମା ବିସ୍ଫୋରଣ କରିଥିଲା। ୧୯୪୫ ମସିହା ଅଗଷ୍ଟ ୬ ଓ ଅଗଷ୍ଟ ୯ ତାରିଖରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ‘ଲିଟିଲ୍‌ ବୟ୍‌’ ଓ ‘ଫ୍ୟାଟ୍‌ ମ୍ୟାନ୍‌’ ନିକ୍ଷେପ କରିଥିଲା। ଯେଉଁଥିରେ ୮୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ପରମାଣୁ ବୋମା ଏତେ ଶକ୍ତିଶାଳୀ ଥିଲା ଯେ […]

japan2

japan2

Puspanjali Panda
  • Published: Friday, 09 August 2019
  • Updated: 09 August 2019, 11:13 AM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆମେରିକା ଏକମାତ୍ର ଦେଶ ଯିଏ ମାନବ ଇତିହାସରେ ସବୁଠାରୁ ବଡ଼ ନରସଂହାର କରିବା ପାଇଁ ପରମାଣୁ ବୋମା ବିସ୍ଫୋରଣ କରିଥିଲା। ୧୯୪୫ ମସିହା ଅଗଷ୍ଟ ୬ ଓ ଅଗଷ୍ଟ ୯ ତାରିଖରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ‘ଲିଟିଲ୍‌ ବୟ୍‌’ ଓ ‘ଫ୍ୟାଟ୍‌ ମ୍ୟାନ୍‌’ ନିକ୍ଷେପ କରିଥିଲା। ଯେଉଁଥିରେ ୮୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ପରମାଣୁ ବୋମା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ରେଡିଏସନ୍‌ ପାଇଁ ଏହି ଦୁଇଟି ସହରର ଲୋକେ ନାନା ଘାତକ ରୋଗରେ ଶିକାର ହୋଇଥିଲେ। ଏଥିରେ ମଧ୍ୟ ପାଖାପାଖି ୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।

ହିରୋସିମାରେ ପରମାଣୁ ବୋମା ବିସ୍ଫୋରଣ କରିବାର ତିନି ଦିନ ପରେ ୯ ଅଗଷ୍ଟରେ ଆମେରିକା ଜାପାନର ନାଗାସାକି ସହର ଉପରେ ପକାଇ ଥିବା ପରମାଣୁ ବୋମା ସହରଟିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରି ଦେଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ଏହି ଧ୍ଵଂସଲୀଳା ଆଜି ବି ଏକ କଳାଦିବସ ଭାବେ ପାଳନ କରାଯାଇଥାଏ। ଜାପାନ ଉପରେ କରିଥିବା ଏହି ବିସ୍ଫୋରଣ ପାଇଁ ଆମେରିକା ଅନେକଥର ପଶ୍ଚାତାପ କରିଛି ଏବଂ ସାରା ବିଶ୍ୱର ସମାଲୋଚନାର ପାତ୍ର ମଧ୍ୟ ହୋଇଛି।

ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ ଉପରେ ପରମାଣୁ ଆକ୍ରମଣ କରିବା ପାଇଁ ଆମେରିକା କାହିଁକି ନିଷ୍ପତ୍ତି ନେଇଥିଲା ଏବଂ ଏହାର ପଛର ଉଦ୍ଦେଶ୍ୟ କ’ଣ ଥିଲା, ଆସନ୍ତୁ ଜାଣିବା।

ପରମାଣୁ ବିସ୍ଫୋରଣର କାରଣ:

ଆମେରିକାର ବୈଜ୍ଞାନିକ ପରମାଣୁ ବିଜ୍ଞାନ କ୍ଷେତ୍ରରେ ବେଶ ଆଗୁଆ ଥିଲେ ଏବଂ ୧୯୪୫ ମସିହାରେ ପରମାଣୁ ବୋମାର ସଫଳ ପରୀକ୍ଷଣ ମଧ୍ୟ କରିସାରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନୀ ଏୟାର ଫୋର୍ସ ହଠାତ ଆକ୍ରମଣ କରି ତାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଥିଲେ। ଏହି ଆକ୍ରମଣରେ ବହୁସଂଖ୍ୟାରେ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା।

ଏହି ଆକ୍ରମଣ ପରେ ଉତ୍ସାହିତ ନାଜି ଜର୍ମାନୀ ବିନା ସର୍ତ୍ତରେ ଆମେରିକା ପାଖରେ ଆତ୍ମସମର୍ପଣ କରିବ ନାହିଁ ବୋଲି କହିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ହ୍ୟାରୀ ଟ୍ରୁମ୍ୟାନ୍‌ଙ୍କ ପାଇଁ ଜାପାନ ଏକ ଚ୍ୟାଲେଞ୍ଜ୍‌ ଭାବରେ ଛିଡ଼ା ହୋଇଥିଲା। ଏହି ସମୟରେ ଟ୍ରୁମ୍ୟାନ୍‌ ଯୁଦ୍ଧ ସଚିବ ହେନରୀ ଷ୍ଟିମସନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଇ ଜାପାନ ଉପରେ ପରମାଣୁ ବୋମା ନିକ୍ଷେପ କରିବାର ଆବଶ୍ୟକତା ଉପରେ ବିଚାର କରିବାକୁ କହିଥିଲେ।

ଏହି କମିଟିର ଅନେକ ସଦସ୍ୟ ଜାପାନ ଉପରେ ପରମାଣୁ ଆକ୍ରମଣ କରିବା ପ୍ରସ୍ତାବ ସହ ଏକମତ ହୋଇଥିଲେ। ପରେ ଆମେରିକା ହାର୍ବାର୍ଡ ୟୁନିଭର୍ସିଟିର ପ୍ରଫେସର ଚାର୍ଲସ୍‌ ମେୟର ତାଙ୍କର ଏକ ରିପୋର୍ଟରେ କହିଥିଲେ ଯେ ସେ ସମୟରେ ଟ୍ରୁମ୍ୟାନ୍‌ଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତେଣୁ ଆମେରିକା ପର୍ଲ ହାର୍ବର୍‌ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ବିଶ୍ୱର ପ୍ରଥମ ପରମାଣୁ ବୋମା ‘ଲିଟିଲ୍‌ ବୟ୍‌’କୁ ଜାପାନର ହିରୋସିମା ଓ ଦ୍ୱିତୀୟ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’କୁ ନାଗାସାକି ସହର ଉପରେ ନିକ୍ଷେପ କରିଥିଲା।

ଚାର୍ଲସ୍‌ ମେୟର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ପରମାଣୁ ବୋମା ବ୍ୟବହାର ନ କରିବା ଯାଏ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜିତିବା ସମ୍ଭବ ନୁହେଁ ବୋଲି ଆମେରିକା ଅନୁଭବ କରିଥିଲା। ଆହୁରି ମଧ୍ୟ ଚାର୍ଲସ୍‌ ତାଙ୍କ ରିପୋର୍ଟରେ ଲେଖିଥିଲେ ଯେ ଯୁଦ୍ଧକୁ ଶୀଘ୍ର ଶେଷ କରିବା ପାଇଁ ସୋଭିଏତ୍‌ ୟୁନିୟନ୍‌ ଓ ମିତ୍ର ଦେଶଗୁଡ଼ିକ ଆମେରିକାକୁ ଉସୁକାଇ ଥିଲେ। ଏହା ମଧ୍ୟ ପରମାଣୁ ବୋମା ବ୍ୟବହାର କରିବା ପଛର ଅନ୍ୟ ଏକ କାରଣ ବୋଲି କୁହାଯାଏ।

ପରମାଣୁ ବୋମା ନିକ୍ଷେପ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଜାପାନର ଚାରୋଟି ସହରକୁ ଆକ୍ରମଣ ପାଇଁ ଚିହ୍ନଟ କରାଯାଇଥିଲା। କିନ୍ତୁ କେଉଁ ସହର ଉପରେ ବୋମା ନିକ୍ଷେପ ହେବ, ତାହା ନିର୍ଣ୍ଣୟ କରିବାର ଦାୟିତ୍ୱ ଟ୍ରୁମ୍ୟାନ୍‌ ତାଙ୍କ ସେନାକୁ ଦେଇଥିଲେ।

ଆମେରିକା ସେନା ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସିମା ଓ ଅଗଷ୍ଟ ୯ ତାରିଖରେ ନାଗାସାକି ସହର ଉପରେ ପରମାଣୁ ବୋମା ବିସ୍ଫୋରଣ କରିଥିଲା। ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ଜାପାନ ବିନା ସର୍ତ୍ତରେ ଅଗଷ୍ଟ ୧୪ ତାରିଖରେ ଆମେରିକା ନିକଟରେ ଆତ୍ମ ସମର୍ପଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story