ପାରମ୍ପରିକ ଡ୍ରେସ୍‌ରେ ରିସେପସନ୍‌ ପାର୍ଟିକୁ ଆସିଲେ କୋହଲି-ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ପାରମ୍ପରିକ ପୋଷାକରେ ନିଜ ରିସେପସନ୍‌ ପାର୍ଟିରେ ପହଞ୍ଚିଛନ୍ତି। ଉଭୟ ଏହି ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି। ପାର୍ଟିକୁ ଗେଷ୍ଟ ଆସିବା ଆରମ୍ଭ ହୋଇଥିବା ବେଳେ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆକୁ ଆସିବାରେ ଲାଗିଛି। ତାଜ୍‌ରେ ଉଭୟ ଆଜି ରିସେପସନ୍‌ ପାର୍ଟି ଦେଉଛନ୍ତି। ବିରାଟ କଳାରଙ୍ଗର କୋର୍ଟ ଓ ସାଲ ପରିଧାନ କରିଛନ୍ତି। ସେହିପରି ଅନୁଷ୍କା ଗୋଲଡେନ୍‌ କଲରର […]

virat-anushka

virat-anushka

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 10:27 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଷ୍ଟାର ଅନୁଷ୍କା ଶର୍ମା ପାରମ୍ପରିକ ପୋଷାକରେ ନିଜ ରିସେପସନ୍‌ ପାର୍ଟିରେ ପହଞ୍ଚିଛନ୍ତି। ଉଭୟ ଏହି ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି।

virushka-receptionପାର୍ଟିକୁ ଗେଷ୍ଟ ଆସିବା ଆରମ୍ଭ ହୋଇଥିବା ବେଳେ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆକୁ ଆସିବାରେ ଲାଗିଛି।

virushkaତାଜ୍‌ରେ ଉଭୟ ଆଜି ରିସେପସନ୍‌ ପାର୍ଟି ଦେଉଛନ୍ତି। ବିରାଟ କଳାରଙ୍ଗର କୋର୍ଟ ଓ ସାଲ ପରିଧାନ କରିଛନ୍ତି। ସେହିପରି ଅନୁଷ୍କା ଗୋଲଡେନ୍‌ କଲରର କମ୍ବିନେସନର ଶାଢ଼ୀ ପିନ୍ଧିଛନ୍ତି। ଅନୁଷ୍କା ମଥାରେ ସିନ୍ଦୁର ଲଗାଇ ଥିବା ବେଳେ ଗଳାରେ ବହୁତ ସୁନା ଗହଣା ପିନ୍ଧିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story