ପାକିସ୍ତାନ ଜେଲ୍‌ରେ କୁଳଭୂଷଣଙ୍କୁ ଭେଟିଲେ ମାଆ ଓ ପତ୍ନୀ

ନୂଆଦିଲ୍ଲୀ: ଫାସି ଦଣ୍ଡରେ ଦଣ୍ଡିତ ହୋଇ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ତାଙ୍କ ମାଅ ଏବଂ ପତ୍ନୀ। ପାକିସ୍ତାନ ଜେଲରେ ସେମାନେ କୁଳଭୂଷଣଙ୍କୁ ଦେଖା କରିଛନ୍ତି। କୁଳଭୂଷଣଙ୍କ ମା ଓ ପତ୍ନୀ ସ୍ୱତନ୍ତ୍ର କମର୍ସିଆଲ ଫ୍ଲାଇଟ୍‌ରେ ଇସ୍ଲାମାବାଦରେ ପହଞ୍ଚି ଜେଲ ପାଖକୁ ଯାଇଥିଲେ। ଭେଟିବା ସମୟରେ ସେମାନଙ୍କ ସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିସନର ଉପସ୍ଥିତ ଥିଲେ । ପରିବାର ଲୋକଙ୍କୁ ଭେଟିବାକୁ ଗତ ୨୦ ତାରିଖରେ ପାକିସ୍ତାନ ପକ୍ଷରୁ କୁଳଭୂଷଣଙ୍କ ପରିବାର […]

jhadav

jhadav

Rakesh Mallick
  • Published: Monday, 25 December 2017
  • Updated: 25 December 2017, 01:34 PM IST

Sports

Latest News

ନୂଆଦିଲ୍ଲୀ: ଫାସି ଦଣ୍ଡରେ ଦଣ୍ଡିତ ହୋଇ ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ତାଙ୍କ ମାଅ ଏବଂ ପତ୍ନୀ। ପାକିସ୍ତାନ ଜେଲରେ ସେମାନେ କୁଳଭୂଷଣଙ୍କୁ ଦେଖା କରିଛନ୍ତି। କୁଳଭୂଷଣଙ୍କ ମା ଓ ପତ୍ନୀ ସ୍ୱତନ୍ତ୍ର କମର୍ସିଆଲ ଫ୍ଲାଇଟ୍‌ରେ ଇସ୍ଲାମାବାଦରେ ପହଞ୍ଚି ଜେଲ ପାଖକୁ ଯାଇଥିଲେ। ଭେଟିବା ସମୟରେ ସେମାନଙ୍କ ସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିସନର ଉପସ୍ଥିତ ଥିଲେ । ପରିବାର ଲୋକଙ୍କୁ ଭେଟିବାକୁ ଗତ ୨୦ ତାରିଖରେ ପାକିସ୍ତାନ ପକ୍ଷରୁ କୁଳଭୂଷଣଙ୍କ ପରିବାର ଲୋକଙ୍କ ଭିସା ମଞ୍ଜୁର କରିଥିଲା ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ। କୁଳଭୂଷଣ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ଗତ ୨୧ ମାସ ଧରି ସଜା କାଟୁଛନ୍ତି । ତେବେ ବନ୍ଦୀ ଭାବେ ରହିବା ପରେ ଆଜି ପ୍ରଥମ ଥର ଲାଗି କୁଳଭୂଷଣଙ୍କୁ ତାଙ୍କ ମା ଓ ପତ୍ନୀ ସାକ୍ଷାତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story