ହିମାଞ୍ଚଳ ପ୍ରଦେଶ: ଭୂ-ସ୍ଖଳନରେ ୮ ମୃତ,୧୦ ଗୁରୁତର

ମାନିକାରଣ: ହିମାଞ୍ଚଳ ପ୍ରଦେଶରେ ମଙ୍ଗଳବାର ଅପରାହ୍ଣରେ ବଡଧରଣର ଭୂ-ସ୍ଖଳନ ହୋଇଛି। ଏଥିରେ ମାନିକାରଣ ଅଞ୍ଚଳରେ ଥିବା ମାନିକାରଣ ସାହେବ ଗୁରୁଦ୍ୱାର ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଏହା ଭିତରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି ‍ବୋଲି କୁଲ୍ଲୁ ଡେପୁଟି କମିଶନର ରାକେଶ କନୱର ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ଜଣାପଡିବାପରେ ଗୁରୁଦ୍ୱାରକୁ ବନ୍ଦ କରିଦିଆଯାଇଛି। ୬ ମହଲା ବିଶିଷ୍ଟ ଏହି ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଭୂ-ସ୍ଖଳନରେ ୬ଟି ମହଲାର ମଧ୍ୟ […]

Gurudwara building damaged  as bolders falls on it on Tuesday Photo Jai Kumar

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 03:33 PM IST

Sports

Latest News

Kullu: 7 killed, many trapped as landslide hits Manikaran gurdwaraମାନିକାରଣ: ହିମାଞ୍ଚଳ ପ୍ରଦେଶରେ ମଙ୍ଗଳବାର ଅପରାହ୍ଣରେ ବଡଧରଣର ଭୂ-ସ୍ଖଳନ ହୋଇଛି। ଏଥିରେ ମାନିକାରଣ ଅଞ୍ଚଳରେ ଥିବା ମାନିକାରଣ ସାହେବ ଗୁରୁଦ୍ୱାର ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଏହା ଭିତରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି ‍ବୋଲି କୁଲ୍ଲୁ ଡେପୁଟି କମିଶନର ରାକେଶ କନୱର ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ଜଣାପଡିବାପରେ ଗୁରୁଦ୍ୱାରକୁ ବନ୍ଦ କରିଦିଆଯାଇଛି। ୬ ମହଲା ବିଶିଷ୍ଟ ଏହି ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଭୂ-ସ୍ଖଳନରେ ୬ଟି ମହଲାର ମଧ୍ୟ ଭାଗର ଛାତ ଭୁଷୁଡି ପଡିଥିବା ସେ କହିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁମ୍ଫାର ବହୁ ଅଂଶ ଭାଙ୍ଗିପଡିଥିବାରୁ ଏଥିରେ ବହୁ ଲୋକ ଫସି ରହିଥିବା ଜଣାପଡିଛି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story