କେଜ୍ରିୱାଲ କହିଥିଲେ- ତୁମକୁ ମାରିବୁ, କିନ୍ତୁ ସହିଦ ହେବାକୁ ଦେବୁନି

ନୂଆଦିଲ୍ଲୀ: ରାଜ୍ୟ ସଭା ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ସୁଶୀଲ ଗୁପ୍ତାଙ୍କୁ ରାଜ୍ୟ ସଭା ପଠାଇବାକୁ ନିଷ୍ପତ୍ତି ହୋଇଛି। ଦଳ ପକ୍ଷରୁ ସେମାନଙ୍କ ନାମ ଘୋଷଣା କରାଯିବା ପରେ କବି ତଥା ଦଳର ଅନ୍ୟତମ ତୁଙ୍ଗ ନେତା କୁମାର ବିଶ୍ୱାସଙ୍କୁ ଝଟକା ଲାଗିଛି। କାରଣ ରାଜ୍ୟ ସଭାକୁ ଯିବାକୁ ତାଙ୍କର ଇଚ୍ଛା ଥିଲା। ଆଶା ରଖିଥିଲେ ଦଳ ତାଙ୍କୁ ଏ […]

kumar

kumar

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 08:37 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟ ସଭା ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ସୁଶୀଲ ଗୁପ୍ତାଙ୍କୁ ରାଜ୍ୟ ସଭା ପଠାଇବାକୁ ନିଷ୍ପତ୍ତି ହୋଇଛି। ଦଳ ପକ୍ଷରୁ ସେମାନଙ୍କ ନାମ ଘୋଷଣା କରାଯିବା ପରେ କବି ତଥା ଦଳର ଅନ୍ୟତମ ତୁଙ୍ଗ ନେତା କୁମାର ବିଶ୍ୱାସଙ୍କୁ ଝଟକା ଲାଗିଛି। କାରଣ ରାଜ୍ୟ ସଭାକୁ ଯିବାକୁ ତାଙ୍କର ଇଚ୍ଛା ଥିଲା। ଆଶା ରଖିଥିଲେ ଦଳ ତାଙ୍କୁ ଏ ସୁଯୋଗ ଦେବ। ତାଙ୍କ ନାଁକୁ ନେଇ ଚର୍ଚ୍ଚା ବି ହେଉଥିଲା। ତେବେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ କୁମାର ବିଶ୍ୱାସ କହିଛନ୍ତି ଯେ ସର୍ଜିକାଲ୍ ଷ୍ଟ୍ରାଇକ୍‌, ଟିକେଟ୍ ବଣ୍ଟନରେ ଗଡ଼ବଡ଼ି, ଜେଏନ୍‌ୟୁ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସତ କହିଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି। ଆଉ ଏହି ଦଣ୍ଡକୁ ସେ ଗ୍ରହଣ କରୁଛନ୍ତି।

ସେ କହିଛନ୍ତି, “କିଛି ମାସ ତଳେ ଅରବିନ୍ଦ କେଜ୍ରିୱାଲ ମୋତେ ଡାକିଥିଲେ। ସେଠାରେ ଆହୁରି ୨୨ ଜଣ ସଦସ୍ୟ ଥିଲେ। ସେ କହିଥିଲେ ତୁମକୁ ଆମେ ମାରିବୁ, କିନ୍ତୁ ସହିଦ ହେବାକୁ ଦେବୁନି। ମୁଁ ମୋ ବଳିଦାନକୁ ସ୍ୱୀକାର କରୁଛି। କିନ୍ତୁ ଯୁଦ୍ଧର ବି କିଛି ନିୟମ ଅଛି। ତେଣୁ ମୋର ଅନୁରୋଧ ଶବ ସହିତ ଆଉ କୌଣସି ଖେଳ ଖେଳା ନଯାଉ। ଆପଣ ଏକଥା ଦଳର ସମସ୍ତ ନେତାଙ୍କୁ କହି ଦିଅନ୍ତୁ।  ମୁଁ ଜାଣିଛି ଆପଣଙ୍କ ଇଚ୍ଛା ବିନା ଦଳରେ କିଛି ହୁଏ ନାହିଁ। ଆପଣଙ୍କ ସହିତ ଅସହମତ ହୋଇ ଏଠାରେ ଜୀବିତ ରହିବା ବହୁତ ମୁସ୍କିଲ୍‌।”

ଏହା ସହିତ ଦଳ ପକ୍ଷରୁ ରାଜ୍ୟ ସଭା ପଠାଯିବା ପାଇଁ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୪୦ ବର୍ଷ ଧରି ମନୀଷ ସିସୋଦିଆଙ୍କ ସହିତ କାମ କରୁଥିବା, ୧୨ ବର୍ଷ ହେଲା ଅରବିନ୍ଦଙ୍କ ସହ କାମ କରୁଥିବା, ୭ ବର୍ଷ ହେଲା କାର୍ଯ୍ୟକର୍ତ୍ତାଙ୍କ ପାଇଁ କାମ କରୁଥିବା ଓ ୫ ବର୍ଷ ହେଲା ଦଳ ପାଇଁ ଟ୍ୱିଟ୍‌ କରୁଥିବା ଓ ଯୁକ୍ତି ଉପସ୍ଥାପନ କରୁଥିବା ମହାନ କ୍ରାନ୍ତିକାରୀ ସୁଶୀଲ ଗୁପ୍ତା ଓ ନାରାୟଣ ଦାସ ଗୁପ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା।

ଜାନୁଆରୀ ୫ ତାରିଖ ହେଉଛି ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story