ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ କୁମାରସ୍ୱାମୀ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଆସନ୍ତାକାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆସ୍ଥା ଭୋଟ୍ ପରେ ଦଳ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଘୋଷଣା କରିବ। ତା ପରେ ସେମାନେ ଶପଥ ଗ୍ରହଣ କରିବେ। ସଂଖ୍ୟା ଦୃଷ୍ଟିରୁ ଦେଖିଲେ କୁମାରସ୍ୱାମୀଙ୍କ ପାଖରେ କଂଗ୍ରେସରୁ ୭୮ ଓ ଜେଡିଏସ୍‌ର ୩୭ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ କୁମାରସ୍ୱାମୀ ବହୁମତ ସାବ୍ୟସ୍ତ କରିବା ଏକପ୍ରକାର ନିଶ୍ଚିତ। ଗତକାଲି ଅସଂଖ୍ୟ ସମର୍ଥକ ଓ ହାଇ ପ୍ରୋଫାଇଲ୍ ନେତାଙ୍କ ଉପସ୍ଥିତିରେ […]

D-Kumaraswamy

D-Kumaraswamy

Rakesh Mallick
  • Published: Thursday, 24 May 2018
  • Updated: 24 May 2018, 09:27 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଆସନ୍ତାକାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। ଆସ୍ଥା ଭୋଟ୍ ପରେ ଦଳ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଘୋଷଣା କରିବ। ତା ପରେ ସେମାନେ ଶପଥ ଗ୍ରହଣ କରିବେ।

ସଂଖ୍ୟା ଦୃଷ୍ଟିରୁ ଦେଖିଲେ କୁମାରସ୍ୱାମୀଙ୍କ ପାଖରେ କଂଗ୍ରେସରୁ ୭୮ ଓ ଜେଡିଏସ୍‌ର ୩୭ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ କୁମାରସ୍ୱାମୀ ବହୁମତ ସାବ୍ୟସ୍ତ କରିବା ଏକପ୍ରକାର ନିଶ୍ଚିତ। ଗତକାଲି ଅସଂଖ୍ୟ ସମର୍ଥକ ଓ ହାଇ ପ୍ରୋଫାଇଲ୍ ନେତାଙ୍କ ଉପସ୍ଥିତିରେ ଏଚ୍.ଡି. କୁମାରସ୍ୱାମୀ  ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କର୍ଣ୍ଣାଟକ ପିସିସି ସଭାପତି ଜି. ପରମେଶ୍ୱର। ସେହିଭଳି ବିଧାନସଭା ବାଚସ୍ପତି ଓ ଉପବାଚସ୍ପତି ଲାଗି ମଧ୍ୟ ନିଷ୍ପତ୍ତି ନିଆ ସରିଛି। ବାଚସ୍ପତି ପଦ ଲାଗି କଂଗ୍ରେସ ଦଳରୁ ରମେଶ କୁମାରଙ୍କ ନାଁ ଘୋଷଣା ହୋଇ ସାରିଥିବା ବେଳେ ଉପ ବାଚସ୍ପତି ପଦ ଲାଗି ଜେଡିଏସ୍ ପକ୍ଷରୁ ନାଁ ଘୋଷଣା ହୋଇନି। ସେପଟେ ଆସ୍ଥା ଭୋଟ ପରେ ନୂଆ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story