ଲକ୍‌ଡାଉନ୍ ବେଳେ ଚାକିରି ଯିବାର ଭୟ ରହୁଛି କି? ଜାଣନ୍ତୁ ମୋଦି ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍। ଅଫିସ ଯାଇନପାରି ଘରେ ରହିଛନ୍ତି ସରକାରୀ ଏବଂ ଘରୋଇ କମ୍ପାନୀର କର୍ମଚାରୀ। ଏଭଳି ସ୍ଥିତିରେ ଚାକିରି ଯିବାର ଭୟ ମଧ୍ୟ ରହିଛି। ଏହି ମାମଲାକୁ ନେଇ ଏବେ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। କୌଣସି କର୍ମଚାରୀଙ୍କ ଦରମା କଟାଯିବନି କିମ୍ୱା ଚାକିରି ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି ଜଣେ ଅଫିସ ନଆସିପାରି କିମ୍ୱା କରୋନା ସଂକ୍ରମଣରେ ଆସିଥିବାରୁ ଛୁଟିରେ ଅଛନ୍ତି ତାହେଲେ […]

office

office

Subhransu Sekhar
  • Published: Saturday, 04 April 2020
  • Updated: 04 April 2020, 12:58 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍। ଅଫିସ ଯାଇନପାରି ଘରେ ରହିଛନ୍ତି ସରକାରୀ ଏବଂ ଘରୋଇ କମ୍ପାନୀର କର୍ମଚାରୀ। ଏଭଳି ସ୍ଥିତିରେ ଚାକିରି ଯିବାର ଭୟ ମଧ୍ୟ ରହିଛି। ଏହି ମାମଲାକୁ ନେଇ ଏବେ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। କୌଣସି କର୍ମଚାରୀଙ୍କ ଦରମା କଟାଯିବନି କିମ୍ୱା ଚାକିରି ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ଯଦି ଜଣେ ଅଫିସ ନଆସିପାରି କିମ୍ୱା କରୋନା ସଂକ୍ରମଣରେ ଆସିଥିବାରୁ ଛୁଟିରେ ଅଛନ୍ତି ତାହେଲେ ମଧ୍ୟ ଚାକିରି ଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସମସ୍ତ ରାଜ୍ୟ ସରକାର ଏବଂ ଘରୋଇ କମ୍ପାନୀ ମାନଙ୍କୁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଅବଗତ କରାଇଛନ୍ତି।

ସେହିପରି ଶ୍ରମ ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବାବଦରେ ନିଷ୍ପତ୍ତି ନେଇଛି। କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ମାସିକ ପେନସନ୍ ଠିକ୍ ସମୟରେ ଦେବାକୁ ଇପିଏସ୍ (କର୍ମଚାରୀ ପେନସନ୍ ସ୍କିମ୍) ଅଧୀନରେ ୬୫ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story