ନାଗାଲାଣ୍ଡ ବିବାଦର ସମାଧାନ ନେଇ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ ବା ଏନ୍ଏସସିଏନ୍- ଆଇଜାକ୍ ମୁଇଭା ଗୋଷ୍ଠୀ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏନ୍ଏସସିଏନ୍-ଆଇଏମରେ ସାଧାରଣ ସମ୍ପାଦକ ଟି. ମୁଇଭା ଶାନ୍ତି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଗତ ୬ ଦଶନ୍ଧି ଧରି ନାଗାଲାଣ୍ଡରେ ଚାଲିଆସିଥିବା ରାଜନୈତିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋଦି କହିଛନ୍ତି। ୧୯୮୦ ମସିହା ପ୍ରାରମ୍ଭରେ ହୋଇଥିବା ସିଲଂ ରାଜିନାମାକୁ ବିରୋଧ କରି […]

modinscn-main

modinscn-main

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 03:23 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ ବା ଏନ୍ଏସସିଏନ୍- ଆଇଜାକ୍ ମୁଇଭା ଗୋଷ୍ଠୀ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏନ୍ଏସସିଏନ୍-ଆଇଏମରେ ସାଧାରଣ ସମ୍ପାଦକ ଟି. ମୁଇଭା ଶାନ୍ତି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଗତ ୬ ଦଶନ୍ଧି ଧରି ନାଗାଲାଣ୍ଡରେ ଚାଲିଆସିଥିବା ରାଜନୈତିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋଦି କହିଛନ୍ତି। ୧୯୮୦ ମସିହା ପ୍ରାରମ୍ଭରେ ହୋଇଥିବା ସିଲଂ ରାଜିନାମାକୁ ବିରୋଧ କରି ଏନ୍ଏସସିଏଏନ୍ ଗଠନ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ବୃହତ୍ ନାଗାଲାଣ୍ଡ ଗଠନ। ତେବେ ୧୯୮୮ରେ ସଂଗଠନ ଦୁଇ ଭାଗ ହୋଇ ଏନ୍ଏସସିଏନ୍- ଖାପଲାଙ୍ଗ ଓ ଏନ୍ଏସସିଏନ୍-ଆଇଏମ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story