ଲଳିତ ମୋଦି ଘଟଣାରେ ପୂର୍ବତନ ଜଷ୍ଟିସ ଉମେଶ ସି ବାନାର୍ଜୀଙ୍କ ନାମ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କ ମାମଲାରେ ଏକ ବଡ ଧରଣର ଖୁଲାସା ହୋଇଛି । ଏହି ଘଟଣାରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ସ୍ୱର୍ଗତ ଉମେଶ ସି ବାନାର୍ଜୀଙ୍କ ନାମ ସାମ୍ନାକୁ ଆସିଛି । ଲଳିତ ମୋଦି ଲଣ୍ଡନରେ ରହିବା ପାଇଁ ଜଷ୍ଟିସ୍ ଉମେଶ ସି ବାନାର୍ଜୀ ଆଇନ ଅନୁଯାୟୀ ସାହାଯ୍ୟ କରିଥିଲେ । ଭାରତରେ ଲଳିତ ମୋଦିଙ୍କ ଜୀବନ ପ୍ରତି ଭୟ ଥିବାବେଳେ ଦାଉଦ୍ ଇବ୍ରାହିମ ପକ୍ଷରୁ ଧମକ ଦିଆଯାଉଥିଲା । ଏହି ସମୟରେ […]

jastic

jastic

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 06:17 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କ ମାମଲାରେ ଏକ ବଡ ଧରଣର ଖୁଲାସା ହୋଇଛି । ଏହି ଘଟଣାରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ସ୍ୱର୍ଗତ ଉମେଶ ସି ବାନାର୍ଜୀଙ୍କ ନାମ ସାମ୍ନାକୁ ଆସିଛି ।

ଲଳିତ ମୋଦି ଲଣ୍ଡନରେ ରହିବା ପାଇଁ ଜଷ୍ଟିସ୍ ଉମେଶ ସି ବାନାର୍ଜୀ ଆଇନ ଅନୁଯାୟୀ ସାହାଯ୍ୟ କରିଥିଲେ । ଭାରତରେ ଲଳିତ ମୋଦିଙ୍କ ଜୀବନ ପ୍ରତି ଭୟ ଥିବାବେଳେ ଦାଉଦ୍ ଇବ୍ରାହିମ ପକ୍ଷରୁ ଧମକ ଦିଆଯାଉଥିଲା । ଏହି ସମୟରେ ତତକାଳୀନ ୟୁପିଏ ସରକାର କିଛି ବିଚାର ନ କରି ମୋଦିଙ୍କ ପାଖରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ହଟାଇ ନେଇଥିଲେ ବୋଲି ସ୍ୱର୍ଗତ ବାନାର୍ଜୀ କହିଥିଲେ ।

ଜଷ୍ଟିସ ବାନାର୍ଜୀ ସୁପ୍ରିମକୋର୍ଟ ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଚିଫ୍ ଜଷ୍ଟିସ୍ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos