'ରାହୁଲ ଗାନ୍ଧିଙ୍କ ବିରୋଧରେ ଲଣ୍ଡନ କୋର୍ଟରେ କେସ ହେବ'

ନୂଆଦିଲ୍ଲୀ: ବିହାର ଉପ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରେ ଆଇପିଏଲର ପୂର୍ବତନ ସିଇଓ ଲଳିତ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବେ। ୟୁକେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲଳିତ ମୋଦି। The #papu @rahulgandhi says “All MODI’s are CHOR’s”. Well he will be taken to court in the UK by Me. But reality […]

rahul1

rahul1

Subhransu Sekhar
  • Published: Friday, 19 April 2019
  • Updated: 19 April 2019, 11:38 AM IST

Sports

Latest News

ନୂଆଦିଲ୍ଲୀ: ବିହାର ଉପ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରେ ଆଇପିଏଲର ପୂର୍ବତନ ସିଇଓ ଲଳିତ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବେ। ୟୁକେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲଳିତ ମୋଦି।

ସୂଚନାଯୋଗ୍ୟ ରାହୁଲ ଗାନ୍ଧି ନିକଟରେ କହିଥିଲେ, ଦେଶର ସମସ୍ତ ମୋଦି ସାଙ୍ଗିଆ ବ୍ୟକ୍ତି 'ଚୋର'। ଯାହାକୁ ନେଇ ଲଳିତ ମୋଦି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ୟୁକେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ସୂଚନା ଦେଇଛନ୍ତି। ଏଥିସହ ସେ ଜାରି କରିଥିବା ଭିଡ଼ିଓରେ କହିଛନ୍ତି ଯେଉଁ ଗାନ୍ଧି ପରିବାର ସ୍ୱାଧୀନତା ପରେ ଦେଶକୁ ଲୁଟିବାରେ ସକ୍ଷମ ହୋଇଛି, ସିଏ ଏବେ 'ସବୁ ମୋଦି ଚୋର' କହିବା ହାସ୍ୟାସ୍ପଦ।

ଗତକାଲି ସମାନ କାରଣ ପାଇଁ ପାଟନା ସିଜେଏମ କୋର୍ଟରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story