ଲଲିତ-ସୁଷମା ପ୍ରସଙ୍ଗରେ ଧୋଇ ହୋଇଗଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଯେମିତି ଆଶା କରାଯାଉଥିଲା ସେମିତି ହେଲା। ଲଳିତ ମୋଦି-ସୁଷମା ସ୍ୱରାଜ ପ୍ରସଙ୍ଗରେ ଧୋଇ ହୋଇଗଲା ସଂସଦର ପୂରା ମୌସୁମୀ ଅଧିବେଶନ। ମୁଲତବି ମୁଲତବିରେ ଶେଷ ହୋଇଗଲା ଏହି ଅଧିବେଶନ। ଏପରିକି ଶେଷ ଦିନରେ ଆଜି ବି ସଂସଦର ଉଭୟ ଗୃହ ଚାଲି ପାରିଲାନି। ଏ ପ୍ରସଙ୍ଗରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି କଂଗ୍ରେସ ସାଂସଦମାନେ ସଂସଦ ପରିସରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାର ଏ ପ୍ରସଙ୍ଗକୁ ନେଇ […]

susamalalit

susamalalit

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 08:26 AM IST

Sports

Latest News

ନୂଆଦିଲ୍ଲୀ: ଯେମିତି ଆଶା କରାଯାଉଥିଲା ସେମିତି ହେଲା। ଲଳିତ ମୋଦି-ସୁଷମା ସ୍ୱରାଜ ପ୍ରସଙ୍ଗରେ ଧୋଇ ହୋଇଗଲା ସଂସଦର ପୂରା ମୌସୁମୀ ଅଧିବେଶନ। ମୁଲତବି ମୁଲତବିରେ ଶେଷ ହୋଇଗଲା ଏହି ଅଧିବେଶନ। ଏପରିକି ଶେଷ ଦିନରେ ଆଜି ବି ସଂସଦର ଉଭୟ ଗୃହ ଚାଲି ପାରିଲାନି। ଏ ପ୍ରସଙ୍ଗରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି କଂଗ୍ରେସ ସାଂସଦମାନେ ସଂସଦ ପରିସରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାର ଏ ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂସଦମାନେ ହଙ୍ଗାମା କରିବାକୁ ଗୃହକୁ ସାଇନେ ଡାଇ ଘୋଷଣା କରାଯାଇଥିଲା। ଏହା ପରେ ପରେ ଲୋକସଭାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନେ ଡାଇ ଘୋଷଣା କରାଯାଇଥିଲା।

ଆଜି ମୌସୁମୀ ଅଧିବେଶନର ଶେଷ ଦିବସରେ ସରକାର ରାଜ୍ୟସଭାରେ ଜିଏସଟି ବିଲକୁ ପାସ୍ କରାଇ ନେବାକୁ ଆଶା ରଖିଥିଲେ। ତେବେ ତାହା ବି ହୋଇ ପାରିଲାନି। କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ଏହି ଅଧିବେଶନରେ ପାରିତ ହୋଇପାରିଲାନି।

ଲଳିତ ମୋଦି ପ୍ରସଙ୍ଗରେ ଗତକାଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ପକ୍ଷ ରଖିଥିଲେ। ତାଙ୍କ ପରିବାର ମୋଦିଙ୍କଠାରୁ ଆର୍ଥିକ ଭାବେ ଲାଭବାନ ହୋଇ ନାହାନ୍ତି ବୋଲି ସେ କହିଥିଲେ। ଏହା ସହିତ ରାହୁଲ ଗାନ୍ଧୀଙ୍କ ଉପରେ ସିଧାସଳଖ ଆକ୍ରମଣ କରିଥିଲେ। କ୍ୱାଟ୍ରାଚୀକୋକୁ ଛାଡ଼ିବା ପାଇଁ ତାଙ୍କ ବାପା (ରାଜୀବ ଗାନ୍ଧୀ) କେତେ ଟଙ୍କା  ନେଇଥିଲେ ବୋଲି ମା’ (ସୋନିଆ ଗାନ୍ଧୀ)ଙ୍କୁ ପଚାରନ୍ତୁ ବୋଲି ରାହୁଲଙ୍କ ଉଦ୍ଦେଶ୍ୟରେ କହିଥିଲେ ସୁଷମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story