ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ସିବିଆଇ କୋର୍ଟ

ରାଞ୍ଚି:  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ବା ଦେଓଘର ଚାରା ଘୋଟାଲା ମାମଲାରେ ରାଞ୍ଚିସ୍ଥିତ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ମାମଲାରୁ ମୁକ୍ତ କରି ଦିଆଯାଇଛି।   ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଏବେ ସିଧାସଳଖ କୋର୍ଟ ରୁମ୍‌ରୁ ଜେଲ୍‌ ଯିବେ ବୋଲି ଏକରକମ ସ୍ଥିର ହୋଇଥିବା ବେଳେ ଦଣ୍ଡ ଶୁଣାଣି ଜାନୁୟାରୀ ୩ […]

lalau

lalau

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 05:01 PM IST

ରାଞ୍ଚି:  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ବା ଦେଓଘର ଚାରା ଘୋଟାଲା ମାମଲାରେ ରାଞ୍ଚିସ୍ଥିତ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ମାମଲାରୁ ମୁକ୍ତ କରି ଦିଆଯାଇଛି।   ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଏବେ ସିଧାସଳଖ କୋର୍ଟ ରୁମ୍‌ରୁ ଜେଲ୍‌ ଯିବେ ବୋଲି ଏକରକମ ସ୍ଥିର ହୋଇଥିବା ବେଳେ ଦଣ୍ଡ ଶୁଣାଣି ଜାନୁୟାରୀ ୩ ତାରିଖରେ ହେବ।

ଶନିବାର ମାମଲାର ଶୁଣାଣି ପାଇଁ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ସମେତ ୨୨ ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିବା ବେଳେ ଜଗନ୍ନାଥଙ୍କ ସମେତ ୬ ଜଣଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଥିଲା। ବାକି ସମେସ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।

କ’ଣ ଥିଲା ଘଟଣା: ୧୯୯୦ରୁ ୯୪ ମଧ୍ୟରେ ବିହାରରେ ୯୫୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିଲା। ଏହି ଦୁର୍ନୀତିର ଗୋଟିଏ ଅଂଶ ହେଉଛି ଦେଓଘର ପ୍ରାଣୀ କୋଷାଗାର ମାମଲା। ଦେଓଘରସ୍ଥିତ ପ୍ରାଣୀ କୋଷାଗାରରୁ ପ୍ରାଣୀ ଚାରା କିଣିବା ବାବଦରେ ଅବୈଧ ଭାବେ ୮୯ ଲକ୍ଷ ୨୭ ହଜାର ଟଙ୍କା ସରକାରୀ ତହବିଲରୁ ହେରଫେର ହୋଇଥିଲା। ଏହି ସମୟରେ ଲାଲୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲା। ସମ୍ପୂର୍ଣ୍ଣ ଘଟଣାରେ ମୋଟ ୩୮ ଜଣ ଅଭିଯୁକ୍ତ ଥିବା ବେଳେ ୨୭ ଅକ୍ଟୋବର ୧୯୯୭ରେ ସିବିଆଇ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story