ଲସ୍କରର ଆଉ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ କୁପୱାଡ଼ା ଅଞ୍ଚଳରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଦୁଇ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ବୋଲି ଜଣାପଡ଼ିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନର ନୋଟ୍ ମିଳିଛି। କୁହାଯାଉଛି ଏହି ଆତଙ୍କବାଦୀମାନେ ଏଇ ନିକଟରେ ଲସ୍କରରେ ସାମିଲ ହୋଇଥିଲେ। ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସେନା, ସିଆର୍‌ପିଏଫ୍ ଓ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ପକ୍ଷରୁ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 11:19 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ କୁପୱାଡ଼ା ଅଞ୍ଚଳରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଦୁଇ ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ବୋଲି ଜଣାପଡ଼ିଛି।

ମୃତ ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନର ନୋଟ୍ ମିଳିଛି। କୁହାଯାଉଛି ଏହି ଆତଙ୍କବାଦୀମାନେ ଏଇ ନିକଟରେ ଲସ୍କରରେ ସାମିଲ ହୋଇଥିଲେ।

ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ସେନା, ସିଆର୍‌ପିଏଫ୍ ଓ ଜମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ପକ୍ଷରୁ ଆଜି ସକାଳେ ଉକ୍ତ ଅଞ୍ଚଳରେ ଅପରେସନ୍ ଆରମ୍ଭ କରାଯାଇଥିଲା। ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଆଉ ଦୁଇ ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହେବା ପରେ ଅପରେସନ୍ ଶେଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story