ଆୟକର ରିଟର୍ଣ୍ଣସ୍‌ ଫାଇଲ ପାଇଁ ପୁଣି ୫ଦିନ ସମୟ ମିଳିଲା

ନୂଆଦିଲ୍ଲୀ: ଘୁଞ୍ଚିଲା  ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲର ଅବଧି।  ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନେଇ ଆଜି ଶେଷ ଦିନ ଥିବା ବେଳେ ଏହାର ଅବଧିକୁ  ଆୟକର ବିଭାଗ ଆହୁରି ୫ ଦିନ ଘୁଞ୍ଚାଇଦେଇଛି ।  ଅର୍ଥାତ ଅଗଷ୍ଟ ୫ ତାରିଖକୁ  ଶେଷ ଦିବସ ସ୍ଥିର କରାଯାଇଛି। ଅନଲାଇନ୍‌ରେ ଫାଇଲ ହେଉଥିବାରୁ ବିଭିନ୍ନ  ସମସ୍ୟା ଉପୁଜୁଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆଜି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍‌ରେ http://incometaxindiaefiling.gov.in/  ଏହି […]

income-1

income-1

Rakesh Mallick
  • Published: Monday, 31 July 2017
  • Updated: 31 July 2017, 06:45 PM IST

Sports

Latest News

ନୂଆଦିଲ୍ଲୀ: ଘୁଞ୍ଚିଲା  ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲର ଅବଧି।  ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଫାଇଲ ନେଇ ଆଜି ଶେଷ ଦିନ ଥିବା ବେଳେ ଏହାର ଅବଧିକୁ  ଆୟକର ବିଭାଗ ଆହୁରି ୫ ଦିନ ଘୁଞ୍ଚାଇଦେଇଛି ।  ଅର୍ଥାତ ଅଗଷ୍ଟ ୫ ତାରିଖକୁ  ଶେଷ ଦିବସ ସ୍ଥିର କରାଯାଇଛି। ଅନଲାଇନ୍‌ରେ ଫାଇଲ ହେଉଥିବାରୁ ବିଭିନ୍ନ  ସମସ୍ୟା ଉପୁଜୁଥିବା ନେଇ ଅଭିଯୋଗ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆଜି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍‌ରେ http://incometaxindiaefiling.gov.in/  ଏହି ୱେବସାଇଟ୍‌ରେ ଫାଇଲ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story