ଲାଭା ଆଣିଲା ୪ଟି Z-Series ସ୍ମାର୍ଟ ଫୋନ୍‌: ରହିଛି ଉତ୍କୃଷ୍ଟମାନର କ୍ୟାମେରା ଫିଚର

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ କମ୍ପାନୀ ଲାଭା ପକ୍ଷରୁ ବୁଧବାର ୪ଟି ନୂଆ ସ୍ମାର୍ଟ ଫୋନ୍ ଲଞ୍ଚ କରାଯାଇଛି। କମ୍ପାନୀର ଜେଡ୍ ସିରିଜ୍‌ର ଏହି ସ୍ମାର୍ଟଫୋନ୍‌ ୪ଟି ଭର୍ସନ ଯଥା “Z60”, “Z70”, “Z80” ଏବଂ  “Z90”. ଫୋନ୍‌ ଲଞ୍ଚ କରାଯାଇଛି। ଏହି ଫୋନ୍‌ର ମୂଲ୍ୟ ୫,୫୦୦ ଟଙ୍କାରୁ  ୧୦,୭୫୦ ଟଙ୍କା ମଧ୍ୟରେ ରହିଛି।  ଏସବୁ ମୋବାଇଲରେ ଉଚ୍ଚମାନର କ୍ୟାମେରା ରହିଛି। ଏହି ଜେଡ୍ ସିରିଜ୍‌ର ମୋବାଇଲ ଗ୍ରାହକଙ୍କୁ ଖୁବ୍‌ ଆକର୍ଷିତ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। […]

lava-1

lava-1

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 01:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ କମ୍ପାନୀ ଲାଭା ପକ୍ଷରୁ ବୁଧବାର ୪ଟି ନୂଆ ସ୍ମାର୍ଟ ଫୋନ୍ ଲଞ୍ଚ କରାଯାଇଛି। କମ୍ପାନୀର ଜେଡ୍ ସିରିଜ୍‌ର ଏହି ସ୍ମାର୍ଟଫୋନ୍‌ ୪ଟି ଭର୍ସନ ଯଥା “Z60”, “Z70”, “Z80” ଏବଂ  “Z90”. ଫୋନ୍‌ ଲଞ୍ଚ କରାଯାଇଛି। ଏହି ଫୋନ୍‌ର ମୂଲ୍ୟ ୫,୫୦୦ ଟଙ୍କାରୁ  ୧୦,୭୫୦ ଟଙ୍କା ମଧ୍ୟରେ ରହିଛି।  ଏସବୁ ମୋବାଇଲରେ ଉଚ୍ଚମାନର କ୍ୟାମେରା ରହିଛି। ଏହି ଜେଡ୍ ସିରିଜ୍‌ର ମୋବାଇଲ ଗ୍ରାହକଙ୍କୁ ଖୁବ୍‌ ଆକର୍ଷିତ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କାରଣ ଏହି ମୋବାଇଲ ପାଇଁ ୮ ବର୍ଷ ଧରି ଗବେଷଣା  କରାଯାଇଥିଲା। “Z60”,  ଫୋନ୍‌ର ବିଷେଶତ୍ୱ ହେଉଛି କ୍ୟାମେରା।  ଏହି ମୋବାଇଲରେ ବୋକେ ମୁଡରେ ଫଟୋ ଉଠାଯାଇପାରିବ। ଯାହା ବଡ଼ ବଡ଼ ଡିଏସଏଲଆର କ୍ୟାମେରାରା ସମ୍ଭବ ହୋଇଥାଏ।  ସେହିପରି “Z70” ଫିଙ୍ଗରପ୍ରିଣ୍ଟ ସ୍କାନର ସିଷ୍ଟମ ରହିଛି।  “Z80” ଏବଂ  “Z90” ମୋବାଇଲରେ ଡବଲ ବୋକେ ମୋଡ ରହିଛି। ସେହିପରି କମ୍ପାନି ପକ୍ଷରୁ ମନି ବ୍ୟାକ୍‌ ଅଫର ରହିଛି।  ଆସନ୍ତା ଡିସେମ୍ବର ୧ ତାରିଖ ମଧ୍ୟରେ ଏହି ମୋବାଇଲ କିଣିଲେ ଏହି ସୁବିଧା ମିଳିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଛି।

ବିଦ୍ର: ଉପରେ ଯେଉଁ ଫଟୋ ଦିଆଯାଇଛି ତାହା ହେଉଛି ବୋକେ ଇଫେକ୍ଟର ନମୁନା । ଏହି ଜେଡ୍ ସିରିଜ୍‌ ମୋବାଇଲରେ ଏଭଳି କ୍ୟାମେରା କ୍ୱାଲିଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story