ଜୁନ୍ ୧୫ ଯାଏ ଲକଡାଉନ୍ ବଢ଼ାଇଲେ ‘ମାମୁଁ’

ଭୋପାଳ: ଲକଡାଉନ୍ ଅବଧି ଜୁନ୍ ୧୫ ଯାଏ ବଢ଼ାଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍। ନିଜ ସମର୍ଥକ ଓ ଅନୁଗାମୀଙ୍କ ଗହଳରେ ମାମୁଁ ଭାବେ ପରିଚିତ ଶିବରାଜ ସିଂହ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ୍ ଅବଧି ବଢ଼ାଇଛନ୍ତି। ରବିବାର ତଥା ମେ’୩୧ରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। କେନ୍ଦ୍ର ସରକାର ଆଗାମୀ ଦିନରେ ଲକଡାଉନ୍ କରିବେ କି ନାହିଁ ଘୋଷଣା କରିବା ପୂର୍ବରୁ ଶିବରାଜ ସିଂହ ରାଜ୍ୟରେ ଲକଡାଉନ୍ ଅବଧି […]

lockdown telengana

lockdown telengana

Subhransu Sekhar
  • Published: Saturday, 30 May 2020
  • Updated: 30 May 2020, 06:54 PM IST

Sports

Latest News

ଭୋପାଳ: ଲକଡାଉନ୍ ଅବଧି ଜୁନ୍ ୧୫ ଯାଏ ବଢ଼ାଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ୍। ନିଜ ସମର୍ଥକ ଓ ଅନୁଗାମୀଙ୍କ ଗହଳରେ ମାମୁଁ ଭାବେ ପରିଚିତ ଶିବରାଜ ସିଂହ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ୍ ଅବଧି ବଢ଼ାଇଛନ୍ତି। ରବିବାର ତଥା ମେ’୩୧ରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବାକୁ ଯାଉଛି। କେନ୍ଦ୍ର ସରକାର ଆଗାମୀ ଦିନରେ ଲକଡାଉନ୍ କରିବେ କି ନାହିଁ ଘୋଷଣା କରିବା ପୂର୍ବରୁ ଶିବରାଜ ସିଂହ ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇଛନ୍ତି। ତେବେ ମଧ୍ୟପ୍ରଦେଶ ସରକାର ଏ ନେଇ କୌଣସି ଗାଇଡଲାଇନ ଜାରି କରି ନାହାନ୍ତି। କେନ୍ଦ୍ରର ନିଷ୍ପତ୍ତି ପରେ ଶିବରାଜ ସରକାର ଗାଇଡ୍ ଲାଇନ୍ ଜାରି କରିପାରନ୍ତି।

ସେହିପରି ଜୁନ୍ ୧୩ ପରେ ରାଜ୍ୟରେ ସ୍କୁଲ୍ ଖୋଲାଯିବ ବୋଲି ଜଣାପଡ଼ିଛି। ଯଦି ରାଜ୍ୟରେ କରୋନାର ପ୍ରକୋପ କମିନଥିବ ତା’ହେଲେ ସ୍କୁଲ ଖୋଲିବା ବିଳମ୍ୱ ହୋଇପାରେ। ଅନ୍ୟରାଜ୍ୟ ସରକାର ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧାର୍ମିକ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଥିବାରୁ ମଧ୍ୟପ୍ରଦେଶରେ ମଧ୍ୟ ଖୋଲିବା ପାଇଁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story