ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, “ ଆତଙ୍କବାଦୀଙ୍କର ଏହି ଆକ୍ରମଣ ଆଗରେ ଭାରତ ମୁଣ୍ଡ ନୂଆଁଇବା ନାହିଁ। ମୁଁ ଏହି ବିଷୟରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍.ଏନ୍. ଭୋରା ଏବଂ ମୁଖ୍ୟମନ୍ତ୍ରୀ ମେହବୁବା ମୁଫିଙ୍କ ସହ କଥା ହୋଇଛି।” ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା […]

modi_

modi_

Rakesh Mallick
  • Published: Tuesday, 11 July 2017
  • Updated: 11 July 2017, 09:02 AM IST

Sports

Latest News

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସମବେଦନା ଜଣାଇଛନ୍ତି।

ସେ କହିଛନ୍ତି, “ ଆତଙ୍କବାଦୀଙ୍କର ଏହି ଆକ୍ରମଣ ଆଗରେ ଭାରତ ମୁଣ୍ଡ ନୂଆଁଇବା ନାହିଁ। ମୁଁ ଏହି ବିଷୟରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍.ଏନ୍. ଭୋରା ଏବଂ ମୁଖ୍ୟମନ୍ତ୍ରୀ ମେହବୁବା ମୁଫିଙ୍କ ସହ କଥା ହୋଇଛି।”

ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସୀତାରାମ ୟେଚୁରୀ ଓ ଗୁଲାମ ନବୀ ଆଜାଦ ଦୁଃଖ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ସେହିପରି ଫିଲ୍ମ ଜଗତର ଅଭିନେତା, ଅଭିନେତ୍ରୀ ଓ ଖେଳାଳିମାନେ ମଧ୍ୟ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

ଗତକାଲି ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆକ୍ରମଣରେ ୭ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥଲା। ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।  ଅମରନାଥ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଆକ୍ରମଣ ହୋଇଛି। ଅନନ୍ତନାଗର ଜିଲ୍ଲାର ବଣ୍ଟଗୁରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଓ ଏହାକୁ ସୁରକ୍ଷା ଯୋଗାଉଥିବା ପୋଲିସ୍ ଗାଡ଼ି ଉପରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story