ଡାକ୍ତରଙ୍କ ଘର ସାମ୍ନାରେ ବାଘ

ବେଙ୍ଗାଲୁରୁ: ଘର ସାମ୍ନାରେ ବାଘ। କର୍ଣ୍ଣାଟକର ଚାମରାଜନଗର ମେଡିକାଲ କଲେଜର ଡାକ୍ତରଙ୍କ କ୍ୱାର୍ଟର୍ସ ସାମ୍ନାରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଯାହାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଛି। ରାତି ପ୍ରାୟ ୯ଟା ୩୦ ବେଳେ କଲରାପତରିଆ ବାଘଟି ଡାକ୍ତରଙ୍କ ଘର ବାରାଣ୍ଡାରେ ବୁଲୁଥିଲା। ପରେ ଘର ମଝିରେ ଥିବା ବାରଣ୍ଡାରେ ବାଘଟି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ପିଟାଲ ମୁଖ୍ୟ ବିଲ୍ଡିଂ ଚାମରାଜନଗର ଟାଉନ ଠାରୁ ୮ କିଲୋମିଟର ଦୂରରେ ଥିବାରୁ ଭୟଭୀତ […]

tiger

tiger

Subhransu Sekhar
  • Published: Friday, 08 January 2021
  • Updated: 08 January 2021, 10:51 AM IST

Sports

Latest News

ବେଙ୍ଗାଲୁରୁ: ଘର ସାମ୍ନାରେ ବାଘ। କର୍ଣ୍ଣାଟକର ଚାମରାଜନଗର ମେଡିକାଲ କଲେଜର ଡାକ୍ତରଙ୍କ କ୍ୱାର୍ଟର୍ସ ସାମ୍ନାରେ କଲରାପତରିଆ ବାଘ ଦେଖିବାକୁ ମିଳିଛି। ଯାହାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଛି। ରାତି ପ୍ରାୟ ୯ଟା ୩୦ ବେଳେ କଲରାପତରିଆ ବାଘଟି ଡାକ୍ତରଙ୍କ ଘର ବାରାଣ୍ଡାରେ ବୁଲୁଥିଲା। ପରେ ଘର ମଝିରେ ଥିବା ବାରଣ୍ଡାରେ ବାଘଟି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ହସ୍ପିଟାଲ କର୍ତ୍ତୃପକ୍ଷ ହସ୍ପିଟାଲ ମୁଖ୍ୟ ବିଲ୍ଡିଂ ଚାମରାଜନଗର ଟାଉନ ଠାରୁ ୮ କିଲୋମିଟର ଦୂରରେ ଥିବାରୁ ଭୟଭୀତ ନ ହେବା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story