ଲିବିଆରୁ ୟୁରୋପକୁ ଶରଣାର୍ଥୀ ନେଇ ଯାଉଥିବା ଏକ ଜାହାଜରୁ ୫୦ ଶବ ଉଦ୍ଧାର

ରୋମ: ଲିବିଆର ଉତ୍ତର ଉପକୂଳରୁ ସୁରକ୍ଷିତ ଭାବେ ନିଆଯାଉଥିବା ଏକ ଜାହାଜରୁ ଗତକାଲି ୫୦ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଶବ ଜବତ ହେବା ପରେ ଭୂମଧ୍ୟସାଗର ଦେଇ ୟୁରୋପକୁ ଯାଉଥିବା ପ୍ରବାସୀମାନଙ୍କ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି। ଇଟିଲୀର ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି, ୟୁରୋପୀୟ ସଂଘର ଟ୍ରାଇଟନ୍ ଭୂମଧ୍ୟ ଅଭିଯାନରେ ସ୍ଥାନ ପାଇଥିବା ସ୍ୱଦେଶ ଜାହାଜ ପ୍ରୋସିଡେନ୍ ଗତକାଲି ଜାହାଜରୁ ୪୩୯ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ତଟରକ୍ଷୀ ଅଭିଯାନ କେନ୍ଦ୍ରକୁ ପ୍ରବାସୀମାନଙ୍କ ପକ୍ଷରୁ […]

libya

libya

Rakesh Mallick
  • Published: Thursday, 27 August 2015
  • Updated: 04 May 2017, 03:45 PM IST

ରୋମ: ଲିବିଆର ଉତ୍ତର ଉପକୂଳରୁ ସୁରକ୍ଷିତ ଭାବେ ନିଆଯାଉଥିବା ଏକ ଜାହାଜରୁ ଗତକାଲି ୫୦ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଶବ ଜବତ ହେବା ପରେ ଭୂମଧ୍ୟସାଗର ଦେଇ ୟୁରୋପକୁ ଯାଉଥିବା ପ୍ରବାସୀମାନଙ୍କ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି।

ଇଟିଲୀର ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି, ୟୁରୋପୀୟ ସଂଘର ଟ୍ରାଇଟନ୍ ଭୂମଧ୍ୟ ଅଭିଯାନରେ ସ୍ଥାନ ପାଇଥିବା ସ୍ୱଦେଶ ଜାହାଜ ପ୍ରୋସିଡେନ୍ ଗତକାଲି ଜାହାଜରୁ ୪୩୯ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ତଟରକ୍ଷୀ ଅଭିଯାନ କେନ୍ଦ୍ରକୁ ପ୍ରବାସୀମାନଙ୍କ ପକ୍ଷରୁ ସେମାନଙ୍କ ପାଖରୁ ୧୦ଟି ଅନୁରୋଧ ଆସିଥିଲା। ସେଥିମଧ୍ୟରୁ ଗୋଟିଏ ଆବେଦନ ଉପରେ ପଦକ୍ଷେପ ନିଆଯାଇ ଏହି ଲୋକ ମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୟୁରୋପରେ ଶରଣ ନେବା ଉଦ୍ଦେଶ୍ୟରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଚଳିତବର୍ଷ ଭୂମଧ୍ୟସାଗର ଦେଇ ଏଠାକୁ ଆସିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story