ତ୍ରିପୋଲି: ୨୦୧୧ ହତ୍ୟା ମାମଲାରେ ମୁଆଁମାର ଗଦ୍ଦାଫିଙ୍କ ପୁଅ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କୁ ମଙ୍ଗଳବାର ମୃତ୍ୟୁଦଣ୍ଡ ଦେଇଛନ୍ତି ଲିବ୍ୟାର ସବୋର୍ଚ୍ଚ କୋର୍ଟ। ୪ ବର୍ଷ ତଳେ ସେ ଓ ତାଙ୍କ ବାପା ମୁଆଁମାର ଗଦ୍ଦାଫିଙ୍କ ପରିବାର ଲିବ୍ୟାରେ ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ ହୋଇ ଏକଛତ୍ରବାଦ ଶାସନ ପ୍ରତିଷ୍ଠା କରିଥିଲେ। ଏହାକୁ ବିରୋଧ କରି ସେହି ସମୟରେ ହଜାର ହଜାର ଦେଶବାସୀ ବିରୋଧ କରିବା ସହ ଗାଦ୍ଦାଫିଙ୍କୁ ଗାଦିଚ୍ୟୁତ କରିଥିଲେ। ଏଥିରେ ଗଦ୍ଦାଫିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାରଙ୍କର ବହୁ ଲୋକ ମୃତାହତ ହୋଇଥିଲେ। କିନ୍ତୁ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କ ସେହି ସମୟରେ ଜିଣ୍ଟାନ୍ ସହର ଉତ୍ତର-ପଶ୍ଚିମାଞ୍ଚଳରେ ଉଗ୍ରବାଦୀ ସଂଗଠନକୁ ପରିଚାଳନା କରିଥିଲେ। ଏହି ଉଗ୍ରବାଦୀଙ୍କ ସହାଯ୍ୟରେ ସେ ଲିବ୍ୟାରେ ଏକଛତ୍ରବାଦ ପ୍ରତିଷ୍ଠା କରିଥିଲେ ବୋଲିରେ କୋର୍ଟରେ ପ୍ରମାଣିତ ହୋଇଛି। ତେବେ ସେଇଲ୍ଫ ଅଲ-ଏଲ-କ୍ୱାଦ୍ଦାଫିଙ୍କୁ କେବେ ମୃତ୍ୟୁ ଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।