ରାହୁଲଙ୍କ ଜୀବନ ଯାତ୍ରା ,ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟରୁ ଏଆଇସିସି ଅଧ୍ୟକ୍ଷ ପର୍ଯ୍ୟନ୍ତ...

ନୂଆଦିଲ୍ଲୀ: ପ୍ରତିକ୍ଷାର ଘଟିଛି ଅନ୍ତ। ଶେଷରେ କଂଗ୍ରେସର ସର୍ବେସର୍ବା ହୋଇଛନ୍ତି  ରାହୁଲ ଗାନ୍ଧି। ନିଜ ମା’ ସୋନିଆ ଗାନ୍ଧିଙ୍କ ପରେ କଂଗ୍ରେସର ସର୍ବୋଚ୍ଚ ପଦବୀ ଦଳର ସଭାପତି ଆସନକୁ ସେ ଅଳଙ୍କୃତ କରିଛନ୍ତି। ସେ ଆଜି ନିର୍ଦ୍ୱନ୍ଦରେ କଂଗ୍ରେସ ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସୋନିଆ ଗତ ୧୯୯୮ରୁ କଂଗ୍ରେସ ଦଳର ସଭାପତି ଥିଲେ । ତେବେ ଆସନ୍ତୁ ରାହୁଲଙ୍କ ବିଷୟରେ କିଛି ଖାସ୍ କଥା ଜାଣିବା। ରାହୁଲ ୧୯୭୦  ମସିହା […]

Rahul Gandhi image

Rahul Gandhi image

Rakesh Mallick
  • Published: Monday, 11 December 2017
  • Updated: 11 December 2017, 08:40 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିକ୍ଷାର ଘଟିଛି ଅନ୍ତ। ଶେଷରେ କଂଗ୍ରେସର ସର୍ବେସର୍ବା ହୋଇଛନ୍ତି  ରାହୁଲ ଗାନ୍ଧି। ନିଜ ମା’ ସୋନିଆ ଗାନ୍ଧିଙ୍କ ପରେ କଂଗ୍ରେସର ସର୍ବୋଚ୍ଚ ପଦବୀ ଦଳର ସଭାପତି ଆସନକୁ ସେ ଅଳଙ୍କୃତ କରିଛନ୍ତି। ସେ ଆଜି ନିର୍ଦ୍ୱନ୍ଦରେ କଂଗ୍ରେସ ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସୋନିଆ ଗତ ୧୯୯୮ରୁ କଂଗ୍ରେସ ଦଳର ସଭାପତି ଥିଲେ । ତେବେ ଆସନ୍ତୁ ରାହୁଲଙ୍କ ବିଷୟରେ କିଛି ଖାସ୍ କଥା ଜାଣିବା। ରାହୁଲ ୧୯୭୦  ମସିହା ଜୁନ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ।  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ  ଜବାହରଲାଲ ନେହେରୁଙ୍କ ଅଣନାତି ଏବଂ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧିଙ୍କ ନାତି। ସେ ନେହେରୁ ଗାନ୍ଧି ପରିବାରର ୫ମ ଜେନେରେଶନର ରାଜନୈତିକ ଦାୟାଦ ହୋଇଥିବା ବେଳେ ତାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଗାନ୍ଧି ସିଧାସଳଖ ରାଜନୀତିରେ ସାମିଲ ହୋଇ ନ ଥିଲେ ମଧ୍ୟ ଭାଇ ପାଇଁ ସେ ନିର୍ବାଚନ ପ୍ରଚାର କରନ୍ତି।  ତାଙ୍କ ମା’ ସୋନିଆ ଗାନ୍ଧି ଦୀର୍ଘ ଦିନ ଧରି କଂଗ୍ରେସ ସଭାପତି ପଦରେ ଅଳଙ୍କୃତ କରିଥିଲେ।  ନୂଆଦିଲ୍ଲୀର St. Columba’s ସ୍କୁଲରେ ରାହୁଲଙ୍କ ପିଲାଦିନର ପାଠପଢା କଟିଥିବା ବେଳେ ପରେ ସେ ଡେରାଡୁନ୍‌ର ଡୁନ୍‌ ସ୍କୁଲରେ ଅଧ୍ୟୟନ କରିଥିଲେ।

ମୁଖ୍ୟତ‍ ସୁରକ୍ଷାଗତ କାରଣରୁ ରାହୁଲଙ୍କ ଆଦ୍ୟ ପାଠପଢା  ନିଜ ଘରୁ ହିଁ ବିତିଥିଲା।  ୧୯୮୯ରେ ସେ ନୂଆଦିଲ୍ଲୀର  St. Stephen’s Collegeରେ ଯୋଗ ଦେଇଥିଲେ।  ଉକ୍ତ ଶିକ୍ଷାନୁଷ୍ଠାନରେ ଇତିହାସରେ ସେ ସ୍ନାତକ ପାସ୍‌ କରିଥିଲେ। ପରେ ସେ ଉଚ୍ଚଶିକ୍ଷା ହାସଲ ପାଇଁ ବିଦେଶରେ ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।  ତେବେ ନିଜ ପିତା ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ରାହୁଲ ଭାରତ ଫେରିଆସିଥିଲେ।  ପରେ ସେ ଏଠି Rollin’s collegeରେ ଯୋଗ ଦେଇଥିଲେ।  ସେହିପରି ସେ Trinity କଲେଜରୁ ଏମ୍‌ଫିଲ ଡିଗ୍ରୀ  କରିଥିଲେ।  ପାଠପଢା ପରେ ସେ ସିଧାସଳଖ ରାଜନୀତିରେ ଯୋଗ ଦେଇ ନ ଥିଲେ। ପ୍ରଥମେ ସେ ଲଣ୍ଡନର ମ୍ୟାନେଜମେଣ୍ଟ କନସଲଟିଂ ଫାର୍ମରେ ମନିଟରିଂ ଗ୍ରୁପ୍‌ରେ ଯୋଗ ଦେଇଥିଲେ। ପରେ ମୁମ୍ବାଇର Backops Services Private Ltd.ରେ ଯୋଗ ଦେଇଥିଲେ।  ଏହା ପରେ ସେ ରାଜନୀତିରେ ପାଦ ରଖିଥିଲେ।  ସେ ଦୀର୍ଘ ବର୍ଷ ହେବ ନିଜ ବାପାଙ୍କ ନିର୍ବାଚନମଣ୍ଡଳୀ  ଆମେଥିରୁ ଏମପି ହୋଇ ଆସୁଛନ୍ତି।

ଏଥିସହ ସେ ଭାରତୀୟ  ଯୁବ କଂଗ୍ରେସ ଛାତ୍ର ସଙ୍ଗଠନର ନେତୃତ୍ୱ ନେଇଥିବା ବେଳେ ଦଳର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିଭାଇ ଥିଲେ। ରାହୁଲ ଅବିବାହିତ ଥିବା ବେଳେ ନିଜର ଲାଇଫ ଷ୍ଟାଇଲ ବିଷୟରେ ଖୋଲାଖୋଲି କହିବାକୁ ପସନ୍ଦ କରନ୍ତି ନାହିଁ। ବ୍ୟକ୍ତିଗତ ଜୀବନକୁ ନେଇ ରାହୁଲ ସିକ୍ରେଟ ରଖିବାକୁ ପସନ୍ଦ କରୁଥିବା ବେଳେ ଥରେ ନିଜ ବାନ୍ଧବୀଙ୍କ ବିଷୟରେ ଏକ ପ୍ରେସ୍‌ କନଫରେନ୍ସରେ ପ୍ରକାଶ କରିଥିଲେ। Veronique Cartelli  ନାମ୍ନୀ ଜଣେ ଯୁବତୀ ତାଙ୍କର ଗାର୍ଲଫ୍ରେଣ୍ଡ ଥିବା ସେ ପ୍ରକାଶ କରିଥିଲେ।  ଭେଞ୍ଜୁଆଲାରେ ରହୁଥିବା ଏହି ଯୁବତୀ ଜଣକ ସ୍ପାନିଶ ସ୍ପପତି।  ଲୋକପାଳ ବିଲ ସପକ୍ଷରେ ଯୁକ୍ତି କରି ସେ ସଂସଦରେ ଚର୍ଚ୍ଚାକୁ ଆସିଥିଲେ। ଦିଲ୍ଲୀରେ କୃଷକ ଆନ୍ଦୋଳନରେ ସାମିଲ ହୋଇ ରାହୁଲ ଗାନ୍ଧି ୨୦୧୧ ମେ ୧୧ରେ  ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story