କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ, ବାକି ୩ ଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ପଠାନକୋଟ: ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାର ପଠାନକୋଟର ସ୍ୱତନ୍ତ୍ର ଅଦାଲତା ଦଣ୍ଡାଦେଶ ଶୁଣାଣି କରିଛନ୍ତି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ, ପରଭେଶ କୁମାର ଏବଂ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଦୀପକ ଖଜୁରିଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି। ଏମାନଙ୍କ […]

kathua rape case (1)

kathua rape case (1)

Subhransu Sekhar
  • Published: Monday, 10 June 2019
  • Updated: 10 June 2019, 07:01 PM IST

Sports

Latest News

ପଠାନକୋଟ: ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାର ପଠାନକୋଟର ସ୍ୱତନ୍ତ୍ର ଅଦାଲତା ଦଣ୍ଡାଦେଶ ଶୁଣାଣି କରିଛନ୍ତି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବିଶାଲ ରାମ ପ୍ରମାଣ ଅଭାବରୁ ଦୋଷମୁକ୍ତ ହୋଇଛି।

ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ, ପରଭେଶ କୁମାର ଏବଂ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ) ଦୀପକ ଖଜୁରିଆଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି। ଏମାନଙ୍କ ବିରୋଧରେ ଅପହରଣ (ଦଫା ୩୬୩), ହତ୍ୟା (ଦଫା ୩୦୨), ଗଣଦୁଷ୍କର୍ମ (ଦଫା ୩୭୬ଡି), ଅପରାଧ ଷଡ଼ଯନ୍ତ୍ର(ଦଫା ୧୨୦(ବି)) ଲାଗିଛି।

ସେହିପରି ଏବଂ ଅନ୍ୟ ତିନି ଜଣ ଏସପିଓ ସୁରିନ୍ଦର ବର୍ମା, ହେଡ୍ କନଷ୍ଟେବଲ ତିଲକ ରାଜ, ସବ୍ ଇନସପେକ୍ଟର ଆନନ୍ଦ ଦତ୍ତଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏମାନଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦଫା ୨୦୧ ଲଗିଛି। ପଞ୍ଜାବ ସ୍ଥିତ ପଠାନକୋଟର ସ୍ୱତନ୍ତ୍ର ଅଦାଲତ ବିଚାରପତି ଜଷ୍ଟିସ୍ ତେଜଓ୍ୱିନ୍ଦର ସିଂହ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଜମ୍ମୁ କଶ୍ମୀରରେ ଭାରତୀୟ ପେନାଲ କୋଡ(ଆଇପିସି) ଲାଗୁ ହେଉନଥିବାରୁ ଏଠାରେ ରନବିର ପେନାଲ କୋଡ(ଆରପିସି) ଲାଗୁ ହୋଇଥାଏ। ଆଇପିସି ଭଳି ଆରଏନବି ଏକ ଦଣ୍ଡବିଧାନ ସଂହିତା।

ଗତବର୍ଷ ୧୦ ଜାନୁଆରୀରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଏହି ଦୁଷ୍କର୍ମ ଘଟଣା ହୋଇଥିଲା। ଜଣେ ଆଠ ବର୍ଷର ନାବାଳିକାକୁ ଏକ ମନ୍ଦିର ପାଖରୁ ଅପହରଣ କରିନେଇ ସପ୍ତାହେ ଧରି ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକା ଜଣଙ୍କ ହତ୍ୟାର ଶିକାର ହୋଇଥିଲା। ନାବାଳିକାର ପରିବାର ଲୋକେ ନିଖୋଜ ନେଇ ଥାନାରେ ଏତଲା ଦେବା ପରେ ଜାନୁଆରୀ ୧୭, ୨୦୧୮ରେ ନାବାଳିକାର ମୃତ ଦେହ ଉଦ୍ଧାର କରିଥିଲା ପୁଲିସ। ଏହାପରେ ସ୍ଥାନୀୟ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା।

ମାମଲା ଜମ୍ମୁ କଶ୍ମୀରରେ ଚାଲିଥିଲା କିନ୍ତୁ ଅପରାଧୀ ମାନେ ପୀଡ଼ିତାଙ୍କ ଓକିଲ ଦୀପିକା ରାଜଓ୍ୱତ ଓ ନ୍ୟାୟ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁପ୍ରିମକୋର୍ଟ ମେ ୭ରେ ଜମ୍ମୁ କଶ୍ମୀରରୁ ପଠାନକୋଟକୁ ଏହି ମାମଲା ସ୍ଥାନାନ୍ତର କରିଥିଲେ। ମାମଲାର ବିଚାର ବେଳେ ଭିଡିଓ ରେକର୍ଡିଂ ହୋଇଛି ଏବଂ ମାମଲାର ନିରୀକ୍ଷଣ କରୁଛନ୍ତି ସୁପ୍ରିମକୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story