ଲାଇଭ୍ ଟିଭି ଶୋ’ରେ ସାମ୍ୱାଦିକ ଓ କ୍ୟାମେରା ପର୍ସନଙ୍କୁ ଗୁଳି କରି ହତ୍ୟା

ୱାଶିଂଟନ୍: ଆମେରିକାର ଭର୍ଜିନିଆରେ ବୁଧବାର ଏକ ଲାଇଭ୍ ଟିଭି ଶୋ’ ବେଳେ ଜଣେ ସାମ୍ବାଦିକ ଓ ଜଣେ କ୍ୟାମେରା ପର୍ସନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ହେଲେ ଏଲିସନ୍ ପାର୍କର (୨୭) ଓ ଏଡମ୍ ୱାଇ (୨୪)। ଘଟଣାଟି ଘଟିଥିଲା ସକାଳ ପ୍ରାୟ ୬ଟା ୪୫ ମିନିଟରେ। ପ୍ରାଣ ହରାଇଥିବା ସାମ୍ୱାଦିକ ଓ କ୍ୟାମେରା ପର୍ସନ ଥିଲେ ଡବ୍ଲ୍ୟୁବିଜେ୭ ଟିଭି ଚ୍ୟାନେଲର। ଚ୍ୟାନେଲର ସକାଳର ଏକ ଲାଇଭ୍ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସାକ୍ଷାତକାର ନେଉଥିଲେ  ଏଲିସନ୍ […]

journalists

journalists

Rakesh Mallick
  • Published: Wednesday, 26 August 2015
  • Updated: 04 May 2017, 03:45 PM IST

ୱାଶିଂଟନ୍: ଆମେରିକାର ଭର୍ଜିନିଆରେ ବୁଧବାର ଏକ ଲାଇଭ୍ ଟିଭି ଶୋ’ ବେଳେ ଜଣେ ସାମ୍ବାଦିକ ଓ ଜଣେ କ୍ୟାମେରା ପର୍ସନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନେ ହେଲେ ଏଲିସନ୍ ପାର୍କର (୨୭) ଓ ଏଡମ୍ ୱାଇ (୨୪)।

ଘଟଣାଟି ଘଟିଥିଲା ସକାଳ ପ୍ରାୟ ୬ଟା ୪୫ ମିନିଟରେ। ପ୍ରାଣ ହରାଇଥିବା ସାମ୍ୱାଦିକ ଓ କ୍ୟାମେରା ପର୍ସନ ଥିଲେ ଡବ୍ଲ୍ୟୁବିଜେ୭ ଟିଭି ଚ୍ୟାନେଲର। ଚ୍ୟାନେଲର ସକାଳର ଏକ ଲାଇଭ୍ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ସାକ୍ଷାତକାର ନେଉଥିଲେ  ଏଲିସନ୍ ଓ ଏଡମ୍। ସେତିକି ବେଳେ ଜଣେ ଅଜଣା ବ୍ୟକ୍ତି ଆସି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି ଓ ହତ୍ୟାକାରୀକୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story