ଲଣ୍ଡନ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନରେ ବିସ୍ଫୋରଣ, ଏକାଧିକ ଆହତ

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନରେ ଶୁକ୍ରବାର ଏକ ଅଣ୍ଡରଗ୍ରାଉଣ୍ଡ ରେଳ ଷ୍ଟେସନରେ ବିସ୍ଫୋରଣ ଘଟି ଏକାଧିକ ଲୋକ ଆହତ ହୋଇଛନ୍ତି।  ପାରସନ୍ସ ଗ୍ରିନ୍‌ ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ କିଛି ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଖବର ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବ୍ରିଟେନ୍‌ ସରକାର କହିଛନ୍ତି। ଦିଲ୍ଲୀ ମେଟ୍ରୋରେ ହାଇ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 04:13 PM IST

Sports

Latest News

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନରେ ଶୁକ୍ରବାର ଏକ ଅଣ୍ଡରଗ୍ରାଉଣ୍ଡ ରେଳ ଷ୍ଟେସନରେ ବିସ୍ଫୋରଣ ଘଟି ଏକାଧିକ ଲୋକ ଆହତ ହୋଇଛନ୍ତି।  ପାରସନ୍ସ ଗ୍ରିନ୍‌ ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ କିଛି ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଖବର ମିଳିବା ମାତ୍ରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବ୍ରିଟେନ୍‌ ସରକାର କହିଛନ୍ତି।

ଦିଲ୍ଲୀ ମେଟ୍ରୋରେ ହାଇ ଆଲର୍ଟ

ଲଣ୍ଡନରେ ଅଣ୍ଡରଗ୍ରାଉଣ୍ଡ ରେଳ ଷ୍ଟେସନରେ ବିସ୍ଫୋରଣ ପରେ ଦିଲ୍ଲୀ ମେଟ୍ରୋରେ ହାଇ ଆଲର୍ଟ କରାଯାଇଛି। ମେଟ୍ରୋ ସୁରକ୍ଷାରେ ଥିବା ସିଆରପିଏଫ୍‌କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story