ଦକ୍ଷିଣ ଆଫ୍ରିକାରେ ଭାରତୀୟ କୂଟନୀତିଜ୍ଞଙ୍କ ଘରୁ ଲୁଟ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଭାରତୀୟ କୂଟନୀତିଜ୍ଞଙ୍କ ଘରୁ ଡକାୟତି । ଦୁବୃର୍ତ୍ତମାନେ  ଡର୍ବାନରେ ଥିବା ଭାରତର ବାଣିଜ୍ୟକ ରାଷ୍ଟ୍ରଦୂତ ଶଶାଙ୍କ ବିକ୍ରମଙ୍କ ଘରେ  ପଶି ଲୁଟ୍ ପାଟ୍  କରିଥିଲେ  ସେମାନେ। ବିକ୍ରମଙ୍କ ପତ୍ନୀ, ତାଙ୍କ ୫ ଓ ୧୦ ବର୍ଷର ଦୁଇ ପୁଅ ଏବଂ ଘରୋଇ  ସହାୟକ ତଥା ପାଠ ପଢାଇବାକୁ ଆସିଥିବା ଜଣେ ଶିକ୍ଷକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ  କରିବା ସହ ଗୋଟିଏ ରୁମରେ ବନ୍ଦ କରି ରଖିଥିବା ଜଣାପଡିଛି।   ତେବେ ଲୁଟ୍‌ପାଟ ପରେ  ଦୁର୍ବୃତ୍ତମାନେ […]

loot-1

loot-1

Rakesh Mallick
  • Published: Monday, 20 November 2017
  • Updated: 20 November 2017, 09:13 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଭାରତୀୟ କୂଟନୀତିଜ୍ଞଙ୍କ ଘରୁ ଡକାୟତି । ଦୁବୃର୍ତ୍ତମାନେ  ଡର୍ବାନରେ ଥିବା ଭାରତର ବାଣିଜ୍ୟକ ରାଷ୍ଟ୍ରଦୂତ ଶଶାଙ୍କ ବିକ୍ରମଙ୍କ ଘରେ  ପଶି ଲୁଟ୍ ପାଟ୍  କରିଥିଲେ  ସେମାନେ। ବିକ୍ରମଙ୍କ ପତ୍ନୀ, ତାଙ୍କ ୫ ଓ ୧୦ ବର୍ଷର ଦୁଇ ପୁଅ ଏବଂ ଘରୋଇ  ସହାୟକ ତଥା ପାଠ ପଢାଇବାକୁ ଆସିଥିବା ଜଣେ ଶିକ୍ଷକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ  କରିବା ସହ ଗୋଟିଏ ରୁମରେ ବନ୍ଦ କରି ରଖିଥିବା ଜଣାପଡିଛି।   ତେବେ ଲୁଟ୍‌ପାଟ ପରେ  ଦୁର୍ବୃତ୍ତମାନେ ଖସି ପଳାଇଥିଲେ ।    ଗତ ଗୁରୁବାର ଘଟଣାକୁ ଭାରତର ବିଦେଶ  ମନ୍ତ୍ରଣାଳୟ ସ୍ୱୀକାର କରିବା ସହ ରାଷ୍ଟ୍ରଦୂତଙ୍କ ଦୁଇ ପୁଅ ଓ ଘରୋଇ ସହାୟକଙ୍କ କୌଣସି  ଶାରୀରିକ କ୍ଷତି ହୋଇ ନ ଥିବା  ଦର୍ଶାଇଛି।  ସେପଟେ କଡା ସୁରକ୍ଷାରେ ଥିବା ଅଞ୍ଚଳରେ  ଏଭଳି ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏ ନେଇ ଦକ୍ଷିଣ  ଆଫ୍ରିକା ସରକାରଙ୍କୁ  ଜଣାଇବା ସହ ସେଠାରେ ଥିବା ଭାରତୀୟ  ଦୂତାବାସ କର୍ମଚାରୀଙ୍କୁ  ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବାକୁ କହିଛନ୍ତି।  ସେହିପରି ବିଦେଶ ବ୍ୟାପାର ମନ୍ତ୍ରୀ  ସୁଷମା ସ୍ୱାରାଜ ବି ଶଶାଙ୍କ ବିକ୍ରମଙ୍କ ସହ ଫୋନରେ କଥା ହୋଇ ଘଟଣା ସମ୍ପର୍କରେ  ପଚାରି ବୁଝିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story