ଆଉ ଭିକ ମାଗିବେନି ଭିକାରୀ, କରାଯିବ ରୋଜଗାରର ବ୍ୟବସ୍ଥା

ଲକ୍ଷ୍ନୌ: ନୱାବ୍‌ଙ୍କ ସହର ଲକ୍ଷ୍ନୌ ଖୁବ୍‌ ଶୀଘ୍ର ଭିକାରୀ ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍‌ ଏବେ ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରୀ ଅଛନ୍ତି। ପ୍ରଶାସନ ପକ୍ଷରୁ […]

beggars

beggars

Subrat Kumar Nayak
  • Published: Saturday, 29 June 2019
  • Updated: 29 June 2019, 09:24 PM IST

Sports

Latest News

ଲକ୍ଷ୍ନୌ: ନୱାବ୍‌ଙ୍କ ସହର ଲକ୍ଷ୍ନୌ ଖୁବ୍‌ ଶୀଘ୍ର ଭିକାରୀ ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍‌ ଏବେ ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରୀ ଅଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ସେମାନେ ସବୁ ଦୃଷ୍ଟିରୁ ଫିଟ୍‌ ଥିଲେ ମଧ୍ୟ କାମ କରୁନାହାନ୍ତି। କାରଣ ସେମାନେ ଭିକ ମାଗିବା ଭଳି ସହଜ ରୋଜଗାରର ବାଟ ପାଇଯାଇଛନ୍ତି। ପ୍ରଥମେ ୪୫ ଜଣ ଭିକାରୀଙ୍କ ପାଇଁ ଏକ ଏନ୍‌ଜିଓ ସହାୟତାରେ କାମ ଯୋଗାଡ଼ କରାଯିବାର ଯୋଜନା ରହିଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି, ଆମେ କିଛି ଏନ୍‌ଜିଓଙ୍କ ସହ ଯୋଗାଯୋଗ କରୁଛୁ ଯେଉଁମାନେ ସେମାନଙ୍କୁ ଆବର୍ଜନା ସଫେଇ ଆଦି କାମରେ ନିଯୁକ୍ତ କରିପାରିବେ। ପର୍ଯ୍ୟଟନ ଏଠାରେ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଏହିଁ ଭିକାରୀମାନେ ସହରର ଭାବମୂର୍ତ୍ତି ଖରାପ କରୁଛନ୍ତି। ମୁମ୍ବାଇରେ ବହୁ ପୂର୍ବରୁ ଭିକ୍ଷାବୃତ୍ତି ବେଆଇନ ଘୋଷିତ ହୋଇସାରିଛି। ଭାରତୀୟ ପିଙ୍ଗଳ କୋଡ୍‌ର କେଉଁ ଦଫା ଅନୁଯାୟୀ ଭିକ୍ଷାବୃତ୍ତିକୁ ପେସା କରୁଥିବା ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇପାରିବ, ତାହା ମଧ୍ୟ ଯାଞ୍ଚ କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story