ଲଞ୍ଚ ହେଲା ଏମ-ଆଧାର: ରେଳଯାତ୍ରୀ ପାଇବେ ସୁବିଧା

ନୂଆଦିଲ୍ଲୀ: ରେଳରେ ଯାତ୍ରା ବେଳେ ପରିଚୟ ପାଇଁ ଆପଣଙ୍କୁ ଆଉ ହଟହଟା ହେବାକୁ ପଡ଼ିବନି। ଯଦି ଆପଣ ସଂରକ୍ଷଣ ଟିକଟ କରି ଯାତ୍ରା କରୁଛନ୍ତି ତେବେ ପରିଚୟ(ଆଇଡି ପ୍ରୋଫ୍‌) ପାଇଁ କୌଣସି କାର୍ଡ଼ ଆବଶ୍ୟକ ପଡ଼ିବନି। ଏଥିପାଇଁ ଆଜି ରେଳମନ୍ତ୍ରଣାଳୟ ପକ୍ଷରୁ ଏମ-ଆଧାର ଲଞ୍ଚ କରାଯାଇଛି। ଏହି ନୂତନ ଧାରା ଅନୁଯାୟୀ ଆପଣଙ୍କୁ ମୋବାଲଇରେ m-Aadhar  ଆପ୍‌କୁ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ। ଆଉ ଟ୍ରେନ୍‌ ଯାତ୍ରା ବେଳେ ମୋବାଇଲର ଆପଣଙ୍କର ଏହି ଏମ-ଆଧାରକୁ ପରିଚୟ ପାଇଁ ଗ୍ରହଣ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 10:59 PM IST

Sports

Latest News

ନୂଆଦିଲ୍ଲୀ: ରେଳରେ ଯାତ୍ରା ବେଳେ ପରିଚୟ ପାଇଁ ଆପଣଙ୍କୁ ଆଉ ହଟହଟା ହେବାକୁ ପଡ଼ିବନି। ଯଦି ଆପଣ ସଂରକ୍ଷଣ ଟିକଟ କରି ଯାତ୍ରା କରୁଛନ୍ତି ତେବେ ପରିଚୟ(ଆଇଡି ପ୍ରୋଫ୍‌) ପାଇଁ କୌଣସି କାର୍ଡ଼ ଆବଶ୍ୟକ ପଡ଼ିବନି। ଏଥିପାଇଁ ଆଜି ରେଳମନ୍ତ୍ରଣାଳୟ ପକ୍ଷରୁ ଏମ-ଆଧାର ଲଞ୍ଚ କରାଯାଇଛି। ଏହି ନୂତନ ଧାରା ଅନୁଯାୟୀ ଆପଣଙ୍କୁ ମୋବାଲଇରେ m-Aadhar  ଆପ୍‌କୁ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ। ଆଉ ଟ୍ରେନ୍‌ ଯାତ୍ରା ବେଳେ ମୋବାଇଲର ଆପଣଙ୍କର ଏହି ଏମ-ଆଧାରକୁ ପରିଚୟ ପାଇଁ ଗ୍ରହଣ କରାଯିବ। ବିଶେଷ କରି ଅନଲାଇନରେ ଟିକଟ କରୁଥିବା ଯାତ୍ରୀଙ୍କ ପାଇଁ ବେଶ ସହାୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos