'ଚୌକିଦାର ଚୋର ହୈ' ନାରା ଥିବା ବିଜ୍ଞାପନ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: କଂଗ୍ରେସର ‘ଚୌକିଦାର ଚୋର ହୈ’ ବିଜ୍ଞାପନକୁ ନିର୍ବାଚନ କମିଶନ ଆଜି ବ୍ୟାନ କରିଦେଇଛନ୍ତି। ବିଜେପି ବିରୋଧରେ ପ୍ରଚାର ପାଇଁ କଂଗ୍ରେସ ମଧ୍ୟପ୍ରଦେଶରେ ଟିଭି, ସୋଶାଲ ମିଡିଆ ଓ ଖବରକାଗଜରେ ଏଭଳି ନାରା ଥିବା ବିଜ୍ଞାପନ ପ୍ରକାଶ କରୁଥିଲା। ତେବେ ଏହି ସମସ୍ତ ବିଜ୍ଞାପନର ମିଡିଆ ସାର୍ଟିଫିକେଟକୁ ବାତିଲ କରିଛନ୍ତି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ।   ପୂର୍ବରୁ ବିଜେପି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଫିସରଙ୍କ ନିକଟରେ କଂଗ୍ରେସର ଏହି ବିଜ୍ଞାପନ ଉପରେ ରୋକ ଲଗାଇବା […]

election-commission-of-indi

election-commission-of-indi

Subhransu Sekhar
  • Published: Thursday, 18 April 2019
  • Updated: 18 April 2019, 02:41 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର 'ଚୌକିଦାର ଚୋର ହୈ' ବିଜ୍ଞାପନକୁ ନିର୍ବାଚନ କମିଶନ ଆଜି ବ୍ୟାନ କରିଦେଇଛନ୍ତି। ବିଜେପି ବିରୋଧରେ ପ୍ରଚାର ପାଇଁ କଂଗ୍ରେସ ମଧ୍ୟପ୍ରଦେଶରେ ଟିଭି, ସୋଶାଲ ମିଡିଆ ଓ ଖବରକାଗଜରେ ଏଭଳି ନାରା ଥିବା ବିଜ୍ଞାପନ ପ୍ରକାଶ କରୁଥିଲା। ତେବେ ଏହି ସମସ୍ତ ବିଜ୍ଞାପନର ମିଡିଆ ସାର୍ଟିଫିକେଟକୁ ବାତିଲ କରିଛନ୍ତି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ।
 
ପୂର୍ବରୁ ବିଜେପି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଫିସରଙ୍କ ନିକଟରେ କଂଗ୍ରେସର ଏହି ବିଜ୍ଞାପନ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲା। ବିଜେପି ଦର୍ଶାଇଥିଲା ଯେ ଯୁଦ୍ଧ ବିମାନ ରାଫେଲ କିଣାରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ମିଛ ପ୍ରଚାର କରୁଛି ଯାହାକି ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story