ଇମର୍ଜେନ୍ସି ଲାଇଟ୍‌ରେ ଅପରେସନ୍‌ କଲେ ଡାକ୍ତର

ଭୋପାଲ: ଗୁରୁବାର ମଧ୍ୟପ୍ରଦେଶରୁ ସାଂଘାତିକ ଖବର ଆସି ପହଞ୍ଚିଛି। ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ଇମର୍ଜେନ୍ସି ଲାଇଟ୍‌ରେ ଅପରେସନ୍‌ କରିଥବା ଜଣାପଡ଼ିଛି। ଉଜ୍ଜୈନ ଜିଲ୍ଲାର ନଗଡ଼ା ନାମକ ଏକ ଅଞ୍ଚଳର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ କ୍ୟାମ୍ପରେ ବିଦ୍ୟୁତବିଭ୍ରାଟ ହେବା କାରଣରୁ ଏପରି କରାଯାଇଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଇଲେକ୍ଟ୍ରି ନଥିବା କାରଣରୁ ମୋବାଇଲ ଫୋନ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦେଇ ଅପରେସନ୍‌ ଥିଏଟରକୁ ନିଆଯାଇଥିଲା। ଇଞ୍ଜେକ୍ସନ୍‌ ପରେ ଡାକ୍ତରମାନଙ୍କୁ ବନ୍ଧ୍ୟାକରଣ ଅପରେସନ୍‌ କରିବାର ଥିଲା। କିନ୍ତୁ […]

mp

mp

Subrat Kumar Nayak
  • Published: Thursday, 28 November 2019
  • Updated: 28 November 2019, 06:44 PM IST

Sports

Latest News

ଭୋପାଲ: ଗୁରୁବାର ମଧ୍ୟପ୍ରଦେଶରୁ ସାଂଘାତିକ ଖବର ଆସି ପହଞ୍ଚିଛି। ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରମାନେ ଇମର୍ଜେନ୍ସି ଲାଇଟ୍‌ରେ ଅପରେସନ୍‌ କରିଥବା ଜଣାପଡ଼ିଛି। ଉଜ୍ଜୈନ ଜିଲ୍ଲାର ନଗଡ଼ା ନାମକ ଏକ ଅଞ୍ଚଳର ଏକ ଡାକ୍ତରଖାନାରେ ବନ୍ଧ୍ୟାକରଣ କ୍ୟାମ୍ପରେ ବିଦ୍ୟୁତବିଭ୍ରାଟ ହେବା କାରଣରୁ ଏପରି କରାଯାଇଥିବା କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଇଲେକ୍ଟ୍ରି ନଥିବା କାରଣରୁ ମୋବାଇଲ ଫୋନ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ୍‌ ଦେଇ ଅପରେସନ୍‌ ଥିଏଟରକୁ ନିଆଯାଇଥିଲା। ଇଞ୍ଜେକ୍ସନ୍‌ ପରେ ଡାକ୍ତରମାନଙ୍କୁ ବନ୍ଧ୍ୟାକରଣ ଅପରେସନ୍‌ କରିବାର ଥିଲା। କିନ୍ତୁ ବିଦ୍ୟୁତ ବିଭ୍ରାଟ ପାଇଁ ସେମାନେ ପ୍ରସ୍ତୁତ ନଥିବାରୁ ଇମର୍ଜେନ୍ସି ଲାଇଟ୍‌ରେ ଅପରେସନ୍‌ ହୋଇଥିଲା।

ଏହି ଘଟଣା ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ତୁଳସୀ ସିଲାବତ ସୂଚନା ପାଇବା ପରେ କହିଥିଲେ, ହସ୍ପିଟାଲଗୁଡ଼ିକରେ ଅନେକ ବ୍ୟବସ୍ଥା ନାହିଁ। ପ୍ରଶାସନ ଏହି ସମସ୍ୟାସବୁ ଦୂର କରିବାକୁ ପ୍ରୟାସ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story