ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୌଣସି ଜୀବୀତ ବ୍ୟକ୍ତିଙ୍କ ଛବି ଥିବା ପୋଷ୍ଟର୍ ଲାଗିପାରିବ ନାହିଁ

ଚେନ୍ନାଇ: ମାଡ୍ରାସ୍ ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜନୀତିରେ ବ୍ୟବହାର ହେଉଥିବା ବିଶାଳକାୟ ବ୍ୟାନର-ପୋଷ୍ଟର ଓ ହୋର୍ଡିଂ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ରାଜ୍ୟରେ କୌଣସି ଜୀବିତ ବ୍ୟକ୍ତିଙ୍କ ପୋଷ୍ଟର, ହୋର୍ଡିଂ ବା ବ୍ୟାନର ଲାଗିବା ନେଇ କଟକଣା ଜାରି କରାଯାଇଛି। ଏହାର ଅନୁପାଳନ ଲାଗି ହାଇକୋର୍ଟ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଡ୍ରାସ୍ ହାଇକୋର୍ଟ ଗତ ସୋମବାର ତାମିଲନାଡୁ ମୁଖ୍ୟ ସଚିବଙ୍କୁ  ନିର୍ଦ୍ଦେଶ ଦେଇ କହିଛନ୍ତି, […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 04:09 PM IST

Sports

Latest News

ଚେନ୍ନାଇ: ମାଡ୍ରାସ୍ ହାଇକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ରାଜନୀତିରେ ବ୍ୟବହାର ହେଉଥିବା ବିଶାଳକାୟ ବ୍ୟାନର-ପୋଷ୍ଟର ଓ ହୋର୍ଡିଂ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କୋର୍ଟ । ରାଜ୍ୟରେ କୌଣସି ଜୀବିତ ବ୍ୟକ୍ତିଙ୍କ ପୋଷ୍ଟର, ହୋର୍ଡିଂ ବା ବ୍ୟାନର ଲାଗିବା ନେଇ କଟକଣା ଜାରି କରାଯାଇଛି। ଏହାର ଅନୁପାଳନ ଲାଗି ହାଇକୋର୍ଟ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାଡ୍ରାସ୍ ହାଇକୋର୍ଟ ଗତ ସୋମବାର ତାମିଲନାଡୁ ମୁଖ୍ୟ ସଚିବଙ୍କୁ  ନିର୍ଦ୍ଦେଶ ଦେଇ କହିଛନ୍ତି, ‘କୁ-ଶାସନ ରୋକିବା ପାଇଁ ଆଇନ ବ୍ୟବସ୍ଥାର ପାଳନ କରାଯାଉ ଏବଂ କାନ୍ଥରେ ଅନାବଶ୍ୟକ ଚିତ୍ରକାରୀର ଯାଞ୍ଚ କରି ରାଜ୍ୟର ସମସ୍ତ ୱାର୍ଡଗୁଡିକୁ ସଫାସୁତୁରା କରାଯାଉ।

ସୂଚନା ଯୋଗ୍ୟ, ଚେନ୍ନାଇର ଅରୁମ୍ବକମ ଅଞ୍ଚଳର ବି. ତ୍ରିଲୋଚନା କୁମାରୀ ତାଙ୍କ ଘର ସାମ୍ନାରେ ପାର୍ଟି ବ୍ୟାନର, ଓ ପତାକାଗୁଡିକୁ ହଟାଇବା ପାଇଁ ଚେନ୍ନାଇ ମହାନଗର ନିୟମର କମିଶନରଙ୍କ ନିକଟରେ ନିବେଦନ କରିଥିଲେ। ଏ ନେଇ ମାଡ୍ରାସ କୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଥିଲା। ଏହି ପିଟିସନ୍‌ର ଫଏସଲା କରିବା ସମୟରେ ଜଷ୍ଟିସ୍ ଏସ୍.ବିଦ୍ୟନାଥନ୍ ରାଜ୍ୟରୁ ସମସ୍ତ ଜୀବୀତ ଲୋକଙ୍କ ପୋଷ୍ଟର ବା ବ୍ୟାନର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏଭଳି ବ୍ୟାନର ଲଗାଇବା ଉପରେ କଟକଣା ଲଗାଇଥିଲେ।

ଜଷ୍ଟିସ୍ ବିଦ୍ୟନାଥନ୍ କହିଛନ୍ତି, ଯଦି କୌଣସି ପାର୍ଟିର ବ୍ୟାନର ବା ପୋଷ୍ଟର ଲାଗିଛି ତେବେ ଏହାକୁ ତୁରନ୍ତ ହଟାଯାଉ। ଯଦି କୌଣସି ବ୍ୟକ୍ତି ଏହାର ବିରୋଧ କରୁଛି ତେବେ ତୁରନ୍ତ ତାଙ୍କ ନାଁରେ ପୋଲିସ୍ ମାମଲା ରୁଜ୍ଜୁ କରୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story