ମଙ୍ଗଳ ଗ୍ରହରେ ରହିଛି ବିରାଟକାୟ ଶୁଷ୍କ ହ୍ରଦ: ନାସା

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଥିଲା ହ୍ରଦ। ମଙ୍ଗଳ ପୃଷ୍ଠଭାଗ ଥଣ୍ଡା ଓ ଶୁଖିଲା ଥିଲା। ୩ଶହ କୋଟି ୫୦ଲକ୍ଷ ବର୍ଷ ପୂର୍ବରୁ ଏହାର ସ୍ଥିତି ଏଭଳି ଥିଲା। ନାସା ପକ୍ଷରୁ ପ୍ରେରଣ ହୋଇଥିବା କ୍ୟୁରୋସିଟି ରୋଭର୍ ଏଭଳି କିଛି ପ୍ରମାଣ ପାଇଛି। ବର୍ତ୍ତମାନ ପୃଥିବୀ ପୃଷ୍ଠକୁ ରୋଭର ପଠାଇଥିବା ଏକ ଫଟୋରୁ ଏଭଳି ପ୍ରମାଣ ପାଇଛନ୍ତି ବୈଜ୍ଞାନିକମାନେ। ମଙ୍ଗଳ ପୃଷ୍ଠରେ ଏବେ ଏକ ବଡ ହ୍ରଦ ସଦୃଶ ଶୁଖିଲା ପୃଷ୍ଠ ଦେଖିବାକୁ ମିଳିଛି। ହ୍ରଦ ପାଖରେ ରହିଛି […]

mars2

mars2

Rakesh Mallick
  • Published: Friday, 09 October 2015
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଥିଲା ହ୍ରଦ। ମଙ୍ଗଳ ପୃଷ୍ଠଭାଗ ଥଣ୍ଡା ଓ ଶୁଖିଲା ଥିଲା। ୩ଶହ କୋଟି ୫୦ଲକ୍ଷ ବର୍ଷ ପୂର୍ବରୁ ଏହାର ସ୍ଥିତି ଏଭଳି ଥିଲା। ନାସା ପକ୍ଷରୁ ପ୍ରେରଣ ହୋଇଥିବା କ୍ୟୁରୋସିଟି ରୋଭର୍ ଏଭଳି କିଛି ପ୍ରମାଣ ପାଇଛି। ବର୍ତ୍ତମାନ ପୃଥିବୀ ପୃଷ୍ଠକୁ ରୋଭର ପଠାଇଥିବା ଏକ ଫଟୋରୁ ଏଭଳି ପ୍ରମାଣ ପାଇଛନ୍ତି ବୈଜ୍ଞାନିକମାନେ। ମଙ୍ଗଳ ପୃଷ୍ଠରେ ଏବେ ଏକ ବଡ ହ୍ରଦ ସଦୃଶ ଶୁଖିଲା ପୃଷ୍ଠ ଦେଖିବାକୁ ମିଳିଛି। ହ୍ରଦ ପାଖରେ ରହିଛି ବିରାଟ ବିରାଟ ପର୍ବତ। ଏଥିସହ ଏହି ହ୍ରଦରେ ୧ଲକ୍ଷ ବର୍ଷ ପର୍ଯ୍ୟନ୍ତ ଜଳ ଭରି ରହିଥିବା ରୋଭର ପରୀକ୍ଷାନିରୀକ୍ଷା କରି ଜାଣିପାରିଛି। ପୂର୍ବରୁ ମଧ୍ୟ ନାସାର ବୈଜ୍ଞାନିକ ମାନେ ମଙ୍ଗଳ ଗ୍ରହରେ ଜଳ ଥିବା ପ୍ରମାଣ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story