ମହାନଦୀ ମାମଲା: ଟ୍ରିବ୍ୟୁନାଲ୍ ଗଠନ ନେଇ ନଭେମ୍ବର ୧୯ ସୁଦ୍ଧା ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ ଗଠନ ନେଇ ଆସନ୍ତା ନଭେମ୍ବର ୧୯ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଆଜି ସୁପ୍ରିମକୋର୍ଟରେ ଏହି ବିବାଦିୟ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି କେନ୍ଦ୍ର ସରକାର । ମହାନଦୀ ପାଣିକୁ ଅଟକାଇବା ପାଇଁ ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ଭାବେ  ପ୍ରକଳ୍ପ ନିର୍ମାଣ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 09:26 PM IST

Sports

Latest News

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ ଗଠନ ନେଇ ଆସନ୍ତା ନଭେମ୍ବର ୧୯ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଆଜି ସୁପ୍ରିମକୋର୍ଟରେ ଏହି ବିବାଦିୟ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି କେନ୍ଦ୍ର ସରକାର ।

ମହାନଦୀ ପାଣିକୁ ଅଟକାଇବା ପାଇଁ ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ଭାବେ  ପ୍ରକଳ୍ପ ନିର୍ମାଣ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ରାଜ୍ୟ ମଧ୍ୟ ଦେଖା ଦେଇଥିବା ଏହି ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ୍ ଗଠନ ଲାଗି ରାଜ୍ୟ ସରକାର ଆବେଦନ କରିଛନ୍ତି। ଏହି ମାମଲାରେ ଛତିଶଗଡ଼ ଓ କେନ୍ଦ୍ରସରକାର ପକ୍ଷଭୁକ୍ତ ଅଛନ୍ତି।  .

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story