‘ମା ସାହେବ୍‌ ଏବଂ ବାଲା ସାହେବ୍‌’ଙ୍କୁ ମନେ ପକାଇଲେ ସୁପ୍ରିୟା

ମୁମ୍ବାଇ: ଗୁରୁବାର ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଏହା ପୂର୍ବରୁ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଠାକ୍‌ରେ ପରିବାର ସହ ନିଜ ସମ୍ପର୍କ ମନେ ପକାଇଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ପରିବାର ଏବଂ ଠାକ୍‌ରେ ପରିବାର ମଧ୍ୟରେ ରହିଥିବା ଘନିଷ୍ଠତାର ସ୍ମୃତିଚାରଣ କରିଛନ୍ତି ଶରଦଙ୍କ ଝିଅ ସୁପ୍ରିୟା। ଉଦ୍ଧବଙ୍କ ଶପଥ ଗ୍ରହଣରେ ସୁପ୍ରିୟା ଉଦ୍ଧବଙ୍କ ମା’ ମା ସାହେବ୍‌ ଏବଂ ବାଲା ସାହେବ୍‌ଙ୍କ ଅନୁପସ୍ଥିତିକୁ ମନେ ପକାଇବେ […]

sule

sule

Subrat Kumar Nayak
  • Published: Thursday, 28 November 2019
  • Updated: 28 November 2019, 04:13 PM IST

Sports

Latest News

ମୁମ୍ବାଇ: ଗୁରୁବାର ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବାବେଳେ ଏହା ପୂର୍ବରୁ ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ ଠାକ୍‌ରେ ପରିବାର ସହ ନିଜ ସମ୍ପର୍କ ମନେ ପକାଇଛନ୍ତି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ପରିବାର ଏବଂ ଠାକ୍‌ରେ ପରିବାର ମଧ୍ୟରେ ରହିଥିବା ଘନିଷ୍ଠତାର ସ୍ମୃତିଚାରଣ କରିଛନ୍ତି ଶରଦଙ୍କ ଝିଅ ସୁପ୍ରିୟା। ଉଦ୍ଧବଙ୍କ ଶପଥ ଗ୍ରହଣରେ ସୁପ୍ରିୟା ଉଦ୍ଧବଙ୍କ ମା’ ମା ସାହେବ୍‌ ଏବଂ ବାଲା ସାହେବ୍‌ଙ୍କ ଅନୁପସ୍ଥିତିକୁ ମନେ ପକାଇବେ ବୋଲି କହିଛନ୍ତି।

ସୁପ୍ରିୟା ଏହି ଅବସରରେ କହିଛନ୍ତି, ବାଲ୍ ଠାକରେ ଏବଂ ତାଙ୍କ ପତ୍ନୀ ମୀନାତାଇ ଠାକ୍‌ରେ ତାଙ୍କୁ ନିଜ ଝିଅଠାରୁ ଅଧିକ ଭଲ ପାଉଥିଲେ। ତେଣୁ ତାଙ୍କୁ ସେ ମନେ ପକାଉଛନ୍ତି।

ସୂଚନାଯୋଗ୍ୟ ଯେ, ରାଜନୀତିରେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ଶରଦ ଏବଂ ବାଲ୍‌ ଠାକ୍‌ରେ ବ୍ୟକ୍ତିଗତ ଭାବେ ଭଲ ବନ୍ଧୁ ଥିଲେ। ବାଲ୍‌ ସାହେବଙ୍କ ମୃତ୍ୟୁର ବେଶ୍‌ କିଛି ବର୍ଷ ପରେ ଆଜି ତାଙ୍କ ପ୍ରତିଷ୍ଠିତ ଦଳ ଏନ୍‌ସିପି ସହ ମିଶି ସରକାର କରୁଛି। ବାଲ୍‌ ଠାକ୍‌ରେଙ୍କ ପୁଅ ଉଦ୍ଧବ ଏହାର ନେତୃତ୍ୱ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story