ଏକୁଟିଆ ପଡ଼ିଗଲେ ଅଜିତ ପାଓ୍ୱାର, ଆସ୍ଥାଭୋଟକୁ ନେଇ ଚିନ୍ତାରେ ବିଜେପି

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସହ ମିଶି ସରକାର ଗଠନ କରିଛି। ଏହାପରେ ସଂଖ୍ୟାବଳରେ ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି କଂଗ୍ରେସ, ଶିବସେନା ଏବଂ ଏନସିପିର ଗୋଟିଏ ଗୋଷ୍ଠୀ। କାରଣ ଅଜିତ ପାଓ୍ୱାର ଯେଉଁ ସମର୍ଥନ ଦେଇଛନ୍ତି ତାହା ଏନସିପିର ନୁହେଁ ଏହା ତାଙ୍କର ବ୍ୟକ୍ତିଗତ ସମର୍ଥନ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି। ଅଜିତ ପାଓ୍ୱାରଙ୍କ ସହ ପ୍ରଥମେ ୩୫ ତାପରେ ୧୨ ବିଧାୟକ ରହିଥିବା ନେଇ ଖବର […]

maha-3

maha-3

Subhransu Sekhar
  • Published: Sunday, 24 November 2019
  • Updated: 24 November 2019, 11:26 AM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସହ ମିଶି ସରକାର ଗଠନ କରିଛି। ଏହାପରେ ସଂଖ୍ୟାବଳରେ ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି କଂଗ୍ରେସ, ଶିବସେନା ଏବଂ ଏନସିପିର ଗୋଟିଏ ଗୋଷ୍ଠୀ। କାରଣ ଅଜିତ ପାଓ୍ୱାର ଯେଉଁ ସମର୍ଥନ ଦେଇଛନ୍ତି ତାହା ଏନସିପିର ନୁହେଁ ଏହା ତାଙ୍କର ବ୍ୟକ୍ତିଗତ ସମର୍ଥନ ବୋଲି ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି।

ଅଜିତ ପାଓ୍ୱାରଙ୍କ ସହ ପ୍ରଥମେ ୩୫ ତାପରେ ୧୨ ବିଧାୟକ ରହିଥିବା ନେଇ ଖବର ଆସିଥିଲା। ପରେ ଏହି ସଂଖ୍ୟା ୩କୁ ଖସି ଆସିଥିବା ସୂଚନା ରହିଛି। ଶରଦ ପାଓ୍ୱାରଙ୍କ ସହ ଦଳର ଅଧିକାଂଶ ବିଧାୟକ ରହିଛନ୍ତି। ସେହିପରି ଅଜିତ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦବୀରୁ ହଟାଇ ଦେଇଛି ଏନସିପି।

ଏବେ ଶରଦଙ୍କ ସହିତ ବିଜେପି ଆଲୋଚନା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଆଜି ବିଜେପି ସାଂସଦ ସଞ୍ଜୟ କାକଡେ ଶରଦଙ୍କୁ ଭେଟିଥିଲେ। ହେଲେ ଏହି ଭେଟଘାଟକୁ ସେ ବ୍ୟକ୍ତିଗତ ବୋଲି କହିଥିଲେ।

ଘୋଡ଼ାବେପାର ଆଶାଙ୍କା କରି ଏବେ ଶିବସେନା, ଏନସିପି ଏବଂ କଂଗ୍ରେସ ବିଧାୟକ ମାନେ ବିଭିନ୍ନ ହୋଟେଲରେ ରହିଛନ୍ତି। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକ ସଂଖ୍ୟା ୧୪୫ ରହିଛି। ହେଲେ ଏବେ ଶିବସେନା-ଏନସିପି-କଂଗ୍ରେସ ପାଖରେ ୧୫୪ରୁ ଅଧିକ ବିଧାୟକ ରହିଥିବା କହିଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାଓ୍ୱାର ଦଳର ନିଷ୍ପତ୍ତି ବିରୋଧରେ ପଦକ୍ଷେପ ନେଇଥିବାରୁ ଏବେ ଶରଦ ପାଓ୍ୱାର ଏକାକୀ ଦଳର ବିଧାୟକକୁ ଏକ କରିଛନ୍ତି। ଆଗାମୀ ଦିନରେ ବିଜେପିକୁ ବିଧାନସଭାରେ ଆସ୍ଥା ଭୋଟରେ ହରାଇବା ପରେ ଶିବସେନା ଓ କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ପାଓ୍ୱାର ଚିନ୍ତା କରିଛନ୍ତି। ଯାହାକୁ, ଶିବସେନା ମଧ୍ୟ ସମର୍ଥନ କରିଛି। ହେଲେ ଗତକାଲିର ଘଟଣା ପରେ କଂଗ୍ରେସ ସମର୍ଥନ କରିବ କି ନାହିଁ ତାହା ଏଯାଏଁ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story