ରେଷ୍ଟୁରାଣ୍ଟରେ ବୁକିଂ ପାଇଁ କହିଲେ ଏମିତି ମିଛ; ଲୋକେ ଅଟୋଗ୍ରାଫ୍‌ ନେଲେ, ଫଟୋ ଉଠାଇଲେ

ଆଜିକାଲି ଭଲ ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟରେ ଟେବୁଲ୍‌ ବୁକ୍‌ କରିବା କଷ୍ଟକର ହୋଇଗଲାଣି। ଯଦି ଆପଣ ଛୁଟି ଦିନମାନଙ୍କରେ ପୂର୍ବରୁ ଟେବୁଲ୍‌ ବୁକ୍‌ ନକରି ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବେ ତେବେ ଆପଣଙ୍କୁ ନିରାଶ ହେବାକୁ ପଡ଼ିପାରେ। ପ୍ରାୟ ସବୁ ଭଲ ରେଷ୍ଟୁରାଣ୍ଟ ଗୁଡ଼ିକ ପୂର୍ବରୁ ବୁକିଂ ହେଇଯାଉଛି। ତେଣୁ କେବେ ଟେବୁଲ୍‌ ବୁକ୍‌ ନକରି ରେଷ୍ଟୁରାଣ୍ଟରେ ପହଞ୍ଚିଗଲେ ଏବଂ ଏମିତି ପରିସ୍ଥିତିର ସମ୍ମୁଖୀନ ହେଲେ ଆପଣ କ’ଣ କରିବେ? ନିକଟରେ ଜଣେ ବ୍ୟକ୍ତି ଏଭଳି ସମସ୍ୟାର ସମ୍ମୁଖୀନ […]

collage_555_062218033033

collage_555_062218033033

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 01:14 PM IST

Sports

Latest News

ଆଜିକାଲି ଭଲ ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟରେ ଟେବୁଲ୍‌ ବୁକ୍‌ କରିବା କଷ୍ଟକର ହୋଇଗଲାଣି। ଯଦି ଆପଣ ଛୁଟି ଦିନମାନଙ୍କରେ ପୂର୍ବରୁ ଟେବୁଲ୍‌ ବୁକ୍‌ ନକରି ରେଷ୍ଟୁରାଣ୍ଟକୁ ଖାଇବାକୁ ଯିବେ ତେବେ ଆପଣଙ୍କୁ ନିରାଶ ହେବାକୁ ପଡ଼ିପାରେ। ପ୍ରାୟ ସବୁ ଭଲ ରେଷ୍ଟୁରାଣ୍ଟ ଗୁଡ଼ିକ ପୂର୍ବରୁ ବୁକିଂ ହେଇଯାଉଛି। ତେଣୁ କେବେ ଟେବୁଲ୍‌ ବୁକ୍‌ ନକରି ରେଷ୍ଟୁରାଣ୍ଟରେ ପହଞ୍ଚିଗଲେ ଏବଂ ଏମିତି ପରିସ୍ଥିତିର ସମ୍ମୁଖୀନ ହେଲେ ଆପଣ କ’ଣ କରିବେ? ନିକଟରେ ଜଣେ ବ୍ୟକ୍ତି ଏଭଳି ସମସ୍ୟାର ସମ୍ମୁଖୀନ ହେଲେ। ତା’ପରେ ଟେବୁଲ୍‌ଟିଏ ପାଇବା ପାଇଁ ସେ ନିଜକୁ ମୋରକ୍କୋର ପୂର୍ବତନ ପ୍ରଧାନମନ୍ତ୍ରୀ ଭାବେ ପରିଚୟ ଦେଇଥିଲେ। ଆଶ୍ଚର୍ଯ୍ୟ କଥା ହେଉଛି ରେଷ୍ଟୁରାଣ୍ଟର କର୍ମଚାରୀମାନେ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରିଗଲେ ଏବଂ ଟେବୁଲ୍‌ ବୁକ୍‌ କରି ଦେଲେ।

ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ୟକ୍ତିଙ୍କ ପୁଅ ନ୍ୟୁୟର୍କରେ ରହନ୍ତି। ସେ ହିଁ ଟ୍ୱିଟ୍‌ କରି ବାପାଙ୍କ ଏହି କାହାଣୀ ବଖାଣିଛନ୍ତି। ସେ ଲେଖିଛନ୍ତି, ଏକ ରେଷ୍ଟୁରାଣ୍ଟରେ ଟେବୁଲ୍‌ ବୁକ୍‌ କରିବା ପାଇଁ ତାଙ୍କ ବାପା ଫୋନ୍‌ କରିଥିଲେ। କିନ୍ତୁ ରେଷ୍ଟୁରାଣ୍ଟ ପୂରା ବୁକ୍‌ ଅଛି ବୋଲି ତାଙ୍କୁ କୁହାଯାଇଥିଲା।

ଏହାପରେ ସେ ପୁଣି ଥରେ ସେହି ରେଷ୍ଟୁରାଣ୍ଟକୁ କଲ୍‌ କଲେ ଓ ନିଜକୁ ମୋରକ୍କୋର ପୂର୍ବତନ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। ଏହାପରେ ତାଙ୍କୁ ରେଷ୍ଟୁରାଣ୍ଟରେ ଟେବୁଲ୍ ବୁକ୍‌ କରିବାକୁ ସୁଯୋଗ ମିଳିଥିଲା।

ସେ ରେଷ୍ଟୁରାଣ୍ଟରେ ପହଞ୍ଚିବା ପରେ ଲୋକମାନେ ତାଙ୍କଠାରୁ ଅଟୋଗ୍ରାଫ ନେଇଥିଲେ ଏବଂ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ରେଷ୍ଟୁରାଣ୍ଟର କର୍ମଚାରୀମାନେ ମଧ୍ୟ ତାଙ୍କଠୁ ଅଟୋଗ୍ରାଫ ନେଇଥିଲେ।

ଏ ସଂପର୍କିତ ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ ହୋଇଛି। ଭିଡିଓଟି ଦେଖି କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ବେଶ୍ ପ୍ରଭାବଶାଳୀ କହିଥିବା ବେଳେ ଆଉ କିଛି ଲୋକ ତାଙ୍କୁ ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story