ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିବେ ମାଲ୍ୟା

ଲଣ୍ଡନ୍: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଲଣ୍ଡନ୍‌ର ରୟାଲ କୋର୍ଟସ ଅଫ୍‌ ଜଷ୍ଟିସ୍‌ ରାୟ ଦେଇଛନ୍ତି। ଏହା ପରେ ମାଲ୍ୟା ବର୍ତ୍ତମାନ ତାଙ୍କ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିପାରିବେ। ୯୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ମାଲ୍ୟାପୂର୍ବରୁ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଆବେଦନ କରିଥିଲେ। ଅରଜି ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ବର୍ତ୍ତମାନ ବ୍ରିଟେନ୍‌ ହାଇକୋର୍ଟରେ ଏହି ମାମଲାର ପୂର୍ଣ୍ଣ […]

malya

malya

Subrat Kumar Nayak
  • Published: Tuesday, 02 July 2019
  • Updated: 02 July 2019, 10:03 PM IST

Sports

Latest News

ଲଣ୍ଡନ୍: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଲଣ୍ଡନ୍‌ର ରୟାଲ କୋର୍ଟସ ଅଫ୍‌ ଜଷ୍ଟିସ୍‌ ରାୟ ଦେଇଛନ୍ତି। ଏହା ପରେ ମାଲ୍ୟା ବର୍ତ୍ତମାନ ତାଙ୍କ ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିପାରିବେ। ୯୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ମାଲ୍ୟାପୂର୍ବରୁ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଆବେଦନ କରିଥିଲେ।

ଅରଜି ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ବର୍ତ୍ତମାନ ବ୍ରିଟେନ୍‌ ହାଇକୋର୍ଟରେ ଏହି ମାମଲାର ପୂର୍ଣ୍ଣ ଶୁଣାଣି ହେବ।

ପୂର୍ବରୁ ୱେଷ୍ଟମିନ୍‌ଷ୍ଟରର ମାଜିଷ୍ଟ୍ରେଟ୍‌ କୋର୍ଟ ମୁଖ୍ୟ ବିଚାରପତି ଏମା ଆର୍ବଟନଟ୍‌ କହିଥିଲେ ମାଲ୍ୟା ଋଣ ଟଙ୍କାର ଅପବ୍ୟବହାର ଏବଂ ଜାଲିଆତି କରିଥିବାର ପ୍ରମାଣ ରହିଛି। ଏପରିକି ଭାରତୀୟ ଜେଲ୍‌ରେ ‘ଅମାନବିକ’ ବ୍ୟବସ୍ଥା ଥିବାରୁ ତାଙ୍କର ପ୍ରତ୍ୟର୍ପଣ ହୋଇପାରିବ ନାହିଁ ବୋଲି ସେ କରିଥିବା ଆବେଦନକୁ କୋର୍ଟ ଖାରଜ କରିଥିଲେ।

୨୦୧୬ ମସିହା ମାର୍ଚ୍ଚ ୨ ତାରିଖରେ ମାଲ୍ୟା ଫେରାର ହୋଇଯାଇଥିଲେ। ସେ କିନ୍ତୁ ବାରମ୍ବାର ଦାବି କରୁଛନ୍ତି ଯେ ସେ ଫେରାର ହୋଇଯାଇନଥିଲେ, ଏପରିକି ସେ ବ୍ୟାଙ୍କ ଋଣ ଫେରାଇବାକୁ ପ୍ରସ୍ତୁତ ବୋଲି କହିଆସୁଛନ୍ତି। ଅନ୍ୟପକ୍ଷରେ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ୱରେ ୧୩ଟି ଆର୍ଥିକ ସଂସ୍ଥା ମାଲ୍ୟାଙ୍କ ବିରୋଧରେ ଏକ ମୁମ୍ବାଇ କୋର୍ଟରେ ଋଣ ଆଦାୟ ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story