ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ହିଂସାକାଣ୍ଡ ପାଇଁ ମମତା ବାନାର୍ଜୀ ଦାୟୀ: ରାଜନାଥ ସିଂହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ ରାଲି ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ। ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ଏହା କହିଛନ୍ତି। ରାଜ୍ୟରେ ଆଇନ ଓ ଶାନ୍ତି ଶଙ୍ଖଳା ବଜାୟୀ ରଖିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ମମତା ବାନାର୍ଜୀ ସକ୍ଷମ ହୋଇନଥିବା ରାଜନାଥ ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଅମିତ ଶାହଙ୍କ ରୋଡ୍‌ ଶୋ’ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର […]

rajnath singh

rajnath singh

Subhransu Sekhar
  • Published: Wednesday, 15 May 2019
  • Updated: 15 May 2019, 08:56 AM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ ରାଲି ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାୟୀ। ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ଏହା କହିଛନ୍ତି। ରାଜ୍ୟରେ ଆଇନ ଓ ଶାନ୍ତି ଶଙ୍ଖଳା ବଜାୟୀ ରଖିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ମମତା ବାନାର୍ଜୀ ସକ୍ଷମ ହୋଇନଥିବା ରାଜନାଥ ସିଂହ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଅମିତ ଶାହଙ୍କ ରୋଡ୍‌ ଶୋ’ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର କଲେଜ ଦେଇ ଯାଉଥିଲା। ଏହି ସମୟରେ ଟିଏମସି ଛାତ୍ର ପରିଷଦ ଅମିତ ଶାହଙ୍କ ରାଲି ଉପରକୁ ପ୍ରଥମେ ଟେକା, ପଥର ଫିଙ୍ଗିଥିଲେ ବୋଲି ସୂଚନା ରହିଛି। ଏହାପରେ ବିଜେପି ଓ ଟିଏମସି ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏପରି କି କଲେଜ ମଧ୍ୟରେ ପୋଡ଼ାଜଳା ହୋଇଥିଲା ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି।

ରାଲି ବେଳେ ହୋଇଥିବା ଏହି ହିଂସା ଘଟଣା ପାଇଁ କେନ୍ଦ୍ର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ, ହେଲେ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନ ସମସ୍ତ ପଦକ୍ଷେପ ନେବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି।

ସେହିପରି ବାତ୍ୟା ଫୋନି ବେଳେ ପ୍ରଧାନମନ୍ତ୍ରୀଙ୍କ ଫୋନ ମମତା ନଉଠାଇବା ଦେଶରେ ପ୍ରଥମ ଘଟଣା ବୋଲି ରାଜନାଥ କହିଛନ୍ତି। ଯଦି ଜଣେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ପ୍ରତି ଏପରି ମନୋଭାବ ଦେଖାଇବ, ତାହେଲେ ସଂଘୀୟ ବ୍ୟବସ୍ଥା ପ୍ରତି ଏହା ବିପଦ ବୋଲି ଗୃହମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story