ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଶିଖିବାକୁ ପଡ଼ିବ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ […]

mamata_banerjee_1549235001_618x347

mamata_banerjee_1549235001_618x347

Subhransu Sekhar
  • Published: Saturday, 15 June 2019
  • Updated: 15 June 2019, 01:39 PM IST

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ୁଛି ହିଂସା। ରାଜ୍ୟରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି। ଏହାରି ଭିତରେ ଏଭଳି ଆନ୍ଦୋଳନ ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ସେ ଭାଷା କାର୍ଡ ଖେଳି ରାଜ୍ୟରେ ବଙ୍ଗାଳୀ-ଅଣ ବଙ୍ଗାଳୀ ଵିଦ୍ଵେଷ ସୃଷ୍ଟି କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି।

ଗତକାଲି ଏହି ଆନ୍ଦୋଳନ ଓ ବଢୁଥିବା ରାଜନୀତିକ ହିଂସାକୁ ନଜରରେ ରଖି ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଏକ ରାଲିରେ ଉଦବୋଧନ ଦେବା ବେଳେ ମମତା ବିଜେପିକୁ ଆକ୍ଷେପ କରି କହିଛନ୍ତି, ବେଙ୍ଗଲର ହେଉଥିବା ହିଂସା ଓ ଅଶାନ୍ତି ପାଇଁ ଅଣ ବେଙ୍ଗଲୀ ଦାୟୀ। ବାହାର ରାଜ୍ୟର ଲୋକ ବେଙ୍ଗଲକୁ ଆସି ବେଙ୍ଗଲୀଙ୍କୁ ଆକ୍ରମଣ କରି ଖସି ଯାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ସେ ଥିବା ଯାଏ ଏହା କେବେ କରାଇ ଦେବେନି ବୋଲି ମମତା କହିଛନ୍ତି।

ସେ କହିଛନ୍ତି ସେ ଦିଲ୍ଲୀ ଗଲେ ହିନ୍ଦୀ କୁହନ୍ତି, ପଞ୍ଜାବ ଗଲେ ପଞ୍ଜାବୀ କୁହନ୍ତି ଏବଂ ତାମିଲନାଡୁ ଗଲେ ଅଳ୍ପ ଶବ୍ଦ ଜାଣିଥିଲେ ବି ଚଳାଇନିଅନ୍ତି। ତେଣୁ ବେଙ୍ଗଲକୁ ଯିଏ ଆସିବ ସିଏ ବଙ୍ଗଳା କହିବା ଜରୁରୀ ବୋଲି ସେ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ବେଙ୍ଗଲରେ ଗୁଜରାଟ ମଡେଲ ଚଳାଇବାକୁ ଦେବେ ନାହିଁ। ରାଜ୍ୟର ଦେଖାଦେଇଥିବା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି।

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ଡାକ୍ତରଙ୍କୁ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ଏବେ ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ଯାହାକୁ ନେଇ ମମତା ବାନାର୍ଜୀ ଏବେ ସାରା ଦେଶରେ ସମାଲୋଚନାର ଶିକାର ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story