ବିଜେପିକୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ

କୋଲକାତା: ‘ସହିଦ ଦିବସ’ ରାଲିରେ ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଆଜି କୋଲକାତାରେ ଆୟୋଜିତ ଏହି ରାଲିରେ ମମତା କହିଛନ୍ତି ଲୋକସଭା ନିର୍ବାଚନରେ ବିଜେପି ପଇସା, ପୁଲିସ ଏବଂ ଇଭିଏମକୁ ବ୍ୟବହାର କରି ୧୮ଟି ଲୋକସଭା ଆସନରେ ନିର୍ବାଚନ ଜିତିଛି। ବିଜେପିର ଏହି ବିଜୟ ଇତିହାସ ନୁହଁ ବରଂ ରହସ୍ୟ ବୋଲି ମମତା କହିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବ୍ୟାଲଟ ପେପରରେ […]

mamata banarjee

mamata banarjee

Subhransu Sekhar
  • Published: Sunday, 21 July 2019
  • Updated: 21 July 2019, 03:01 PM IST

Sports

Latest News

କୋଲକାତା: 'ସହିଦ ଦିବସ' ରାଲିରେ ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଆଜି କୋଲକାତାରେ ଆୟୋଜିତ ଏହି ରାଲିରେ ମମତା କହିଛନ୍ତି ଲୋକସଭା ନିର୍ବାଚନରେ ବିଜେପି ପଇସା, ପୁଲିସ ଏବଂ ଇଭିଏମକୁ ବ୍ୟବହାର କରି ୧୮ଟି ଲୋକସଭା ଆସନରେ ନିର୍ବାଚନ ଜିତିଛି। ବିଜେପିର ଏହି ବିଜୟ ଇତିହାସ ନୁହଁ ବରଂ ରହସ୍ୟ ବୋଲି ମମତା କହିଛନ୍ତି।

ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବ୍ୟାଲଟ ପେପରରେ କରିବାକୁ ସେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିବେ ବୋଲି ସେ କହିଛନ୍ତି। ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନର ଆବଶ୍ୟକ ରହିଛି ବୋଲି ମମତା କହିଛନ୍ତି।

ଏହି ଅବସରରେ ବିଜେପି ନେତାଙ୍କୁ କାନ ଖୋଲି ଶୁଣିବାକୁ ଆହ୍ୱାନ କରିଛନ୍ତି ମମତା। ଏହି ରାଲିକୁ ବିଜେପି ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛି ଏବଂ ଯେଉଁ ବସରେ ଟିଏମସି ନେତା ଏହି ସ୍ଥାନକୁ ଆସୁଛନ୍ତି ସେହି ବସକୁ ଅଟକାଇବାକୁ ବିଜେପି ନେତା ଚେଷ୍ଟା କରୁଛନ୍ତି ବୋଲି ମମତା କହିଛନ୍ତି। ଯଦି ଏମିତି ଆମେ କରିବୁ ତା'ହେଲେ ବିଜେପି ଆମ ସହିତ ଛିଡ଼ା ହୋଇପାରିବ ତ ବୋଲି ଟିଏମସି ସୁପ୍ରିମୋ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୩ ମସିହାରେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାରଙ୍କ ଅମଳରେ ମମତା ବାନାର୍ଜୀ କୋଲକାତାରେ ଏକ ରାଲି କରିବା ବେଳେ ୧୩ ଜଣ ଟିଏମସି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଟିଏମସି ଜୁଲାଇ ୨୧କୁ ସହିଦ ଦିବସ ଭାବେ ଦୀର୍ଘ ୨୬ ବର୍ଷ ଧରି ପାଳନ କରୁଛି ।

ତେବେ ବିଜେପି ମମତାଙ୍କ ଏହି ସହିଦ ରାଲିକୁ ସର୍କସ ସହ ତୁଳନା କରିଛି। ରାଲି ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଥିଲେ କୋଲକାତା ଯିବା ପୂର୍ବରୁ ଟିଏମସି ନେତାମାନେ  ଲୋକଙ୍କ ପାଖରେ ‘କଟ୍ ମନି’ ପଇସା ଦେଇଯିବେ। ନଚେତ ତାଙ୍କୁ କୋଲକାତା ଯିବାକୁ ଦିଆଯିବନି।

ସୂଚନାଯୋଗ୍ୟ 'କଟ୍‌ ମନି' ହେଉଛି ସେହି ଅର୍ଥ ରାଶି ଯାହା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଯୋଜନା ପାଇଁ ଆସୁଥିବା ଅର୍ଥରୁ ଶାସକ ଦଳର ନେତା ନେଉଥିବା କମିଶନ ବା ପିସି। ଏହି କମିଶନ ତଳ ସ୍ତରର ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଏହି 'କଟ୍‌ ମନି' ସାଧାରଣତଃ ନଗଦ ଆକାରରେ ନିଆଯାଇଥାଏ। ତଦ୍ଦ୍ୱାରା ଆୟକର ବିଭାଗର ନଜରରେ ଏହା ପଡ଼ିନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story