ବିନା ଦୋଷରେ ଦଣ୍ଡ ଭୋଗି ବିତିଗଲା ୨୫ ବର୍ଷ

ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇଲେ ଆନ୍ଥୋନି। ୧୯୯୧ରେ ଜଣେ  ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ଆମେରିକାର ଏକ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ହେଲେ ଡିଏନ୍‌ଏ ଟେଷ୍ଟ ପରେ ଅନ୍ଥୋନି ନିର୍ଦ୍ଦୋଷ ବୋଲି ଜଣାପଡିବା ପରେ ସେ ଜେଲରୁ ମୁକୁଳିଛନ୍ତି। ଏଣିକି ତାଙ୍କୁ  ୯.୮୫ ମିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ମିଳିବ ବୋଲି ଘୋଷଣା କରାଯାଇଛି। ଫିଲାଡେଲଫିଆର ଆନ୍ଥୋନି ରାଇଟ୍ ୧୯୯୧ରେ ୭୭ […]

wright-750x430 (1)

wright-750x430 (1)

Rakesh Mallick
  • Published: Friday, 08 June 2018
  • Updated: 08 June 2018, 10:11 PM IST

Sports

Latest News

ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇଲେ ଆନ୍ଥୋନି। ୧୯୯୧ରେ ଜଣେ  ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ଆମେରିକାର ଏକ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ହେଲେ ଡିଏନ୍‌ଏ ଟେଷ୍ଟ ପରେ ଅନ୍ଥୋନି ନିର୍ଦ୍ଦୋଷ ବୋଲି ଜଣାପଡିବା ପରେ ସେ ଜେଲରୁ ମୁକୁଳିଛନ୍ତି। ଏଣିକି ତାଙ୍କୁ  ୯.୮୫ ମିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ମିଳିବ ବୋଲି ଘୋଷଣା କରାଯାଇଛି।

ଫିଲାଡେଲଫିଆର ଆନ୍ଥୋନି ରାଇଟ୍ ୧୯୯୧ରେ ୭୭ ବର୍ଷ ବୟସର ଜଣେ ବୃଦ୍ଧା ଲୁଇସ ଟାଲିଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।  ଲୁଇସଙ୍କୁ ଧର୍ଷଣ ପରେ ଏତେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ଯେ ରାଇଟଙ୍କୁ କୋର୍ଟ ପାରୋଲ ଦେଇ ନ ଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେଉଁ ଅଭିଯୋଗରେ ରାଇଟ୍ ଜେଲ ଗଲେ ସେ ସେହି ଘଟଣା ସହ ଜଡ଼ିତ ନ ଥିଲେ ।  ୨୫ ବର୍ଷ ବିନା ଦୋଷରେ ଜେଲ ଭୋଗିବା ପରେ ଇନୋସେନ୍ସ ପ୍ରୋଜେକ୍ଟ ନାମକ ସଂସ୍ଥା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା । ଲୁଇସ୍ ହତ୍ୟା ଘଟଣାର ଆଉ ଥରେ ଶୁଣାଣି କରିବାକୁ ୨୦୧୪ରେ କୋର୍ଟ ରାଜି ହୋଇଥିଲେ। ଇନୋସେନ୍ସ ପ୍ରୋଜେକ୍ଟ ପକ୍ଷରୁ ରାଇଟଙ୍କ ପାଇଁ ଓକିଲ ଯୋଗାଇ ଦିଆଯାଇଥିଲା ।  ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା ଯେ ରାଇଟ୍ ଅପରାଧୀ ନୁହଁନ୍ତି । ଏହି ଘଟଣାର ପ୍ରକୃତ ଅଭିଯୁକ୍ତ ହେଉଛନ୍ତି ଏକାଧିକ ଅପରାଧରେ ଅଭିଯୁକ୍ତ ରୋନି ବାଏର୍ଡ ଯିଏ କି ଏହି ମାମଲାରେ ଦଣ୍ଡ ଭୋଗିବା ପୂର୍ବରୁ ଜେଲରେ ମରି ସାରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story