ନରମୁଣ୍ଡ କିଣି ଗିରଫ ହେଲେ ତାନ୍ତ୍ରିକ

ମୁରାଦାବାଦ୍‌: ତନ୍ତ୍ର ପାଇଁ ନରମୁଣ୍ଡ କିଣିଥିବା ଜଣେ ତାନ୍ତ୍ରିକଙ୍କୁ ମୁରାଦାବାଦ୍‌ପୋଲିସ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ତାନ୍ତ୍ରିକ ହେଉଛନ୍ତି ଦିଲ୍ଲୀ ନିବାସୀ ମହଫୁଜ ଅଲାମ। ଗତ ସେପ୍ଟେମ୍ବର ମାସରେ ଏହି ତାନ୍ତ୍ରିକଙ୍କୁ ନରମୁଣ୍ଡ ଦେବା ଲାଗି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ତାନ୍ତ୍ରିକ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ୧୫,୦୦୦ ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ୍ ଘୋଷଣା କରିଥିଲା। ଉତ୍ତରପ୍ରେଦଶ ମୁରାଦାବାଦ୍‌ଜିଲା କୁନ୍ଦରିକି ଥାନା ଅଞ୍ଚଳର ମହଫୁଜ ତନ୍ତ୍ର […]

Khapuri

Khapuri

Rakesh Mallick
  • Published: Friday, 10 November 2017
  • Updated: 10 November 2017, 08:38 AM IST

Sports

Latest News

ମୁରାଦାବାଦ୍‌: ତନ୍ତ୍ର ପାଇଁ ନରମୁଣ୍ଡ କିଣିଥିବା ଜଣେ ତାନ୍ତ୍ରିକଙ୍କୁ ମୁରାଦାବାଦ୍‌ପୋଲିସ ଗୁରୁବାର ଗିରଫ କରିଛି। ଅଭିଯୁକ୍ତ ତାନ୍ତ୍ରିକ ହେଉଛନ୍ତି ଦିଲ୍ଲୀ ନିବାସୀ ମହଫୁଜ ଅଲାମ। ଗତ ସେପ୍ଟେମ୍ବର ମାସରେ ଏହି ତାନ୍ତ୍ରିକଙ୍କୁ ନରମୁଣ୍ଡ ଦେବା ଲାଗି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଅଭିଯୁକ୍ତ ତାନ୍ତ୍ରିକ ଫେରାର ହୋଇଯାଇଥିଲେ। ତାଙ୍କୁ ଧରାଇଦେଲେ ୧୫,୦୦୦ ଟଙ୍କାର ପୁରସ୍କାର ଦିଆଯିବ ବୋଲି ପୋଲିସ୍ ଘୋଷଣା କରିଥିଲା।

ଉତ୍ତରପ୍ରେଦଶ ମୁରାଦାବାଦ୍‌ଜିଲା କୁନ୍ଦରିକି ଥାନା ଅଞ୍ଚଳର ମହଫୁଜ ତନ୍ତ୍ର ଲାଗି ଏଭଳି ନରମୁଣ୍ଡ ଆଣିଦେବାକୁ କେତେକ ଲୋକଙ୍କୁ ଉସୁକାଇଥିଲେ। ଗୁରୁବାର ଏସ୍‌ଡିପିଓ ପ୍ରିତିନ୍ଦର ସିଂ କହିଛନ୍ତି ଯେ, ଗଲା ସେପ୍ଟେମ୍ବର ମାସରେ ଏହି ଥାନା ଅଞ୍ଚଳର ସିଲମାଠେର ଗ୍ରାମରେ କେତେକ ଦୁର୍ବୃତ୍ତ ଲକ୍ଷ୍ମଣ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ଲକ୍ଷ୍ମଣଙ୍କ ମୁଣ୍ଡକାଟି ନେଇ ଫେରାର ହୋଇଯାଇଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା।

ଏହି ଘଟଣାରେ ଅକ୍ଟୋବର ୬ ତାରିଖରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ କହିବା ମୁତାବକ କଟାମୁଣ୍ଡ ଓ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଡିଙ୍ଗରପୁର ଗ୍ରାମ୍ୟ ଜଙ୍ଗଲରୁ ଜବତ କରାଯାଇଥିଲା। ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ କହିବା ମୁତାବକ ତାନ୍ତ୍ରିକଙ୍କୁ ପୋଲିସ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story