୨ଟା ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ବିଲ୍, ଲୋକେ ଦେଲେ ଅଜବ ମନ୍ତବ୍ୟ
ମୁମ୍ବାଇ: ନିକଟରେ ଅଭିନେତା ରାହୁଲ ବୋଷ ହୋଟେଲରେ କଦଳୀ ଦର ବାବଦରେ ଏକ ବିଲ୍ ସୋଶାଲ ମିଡିଆରେ ଭାଇରାଲ କରିବା ପରେ ବିଭିନ୍ନ ହୋଟେଲରେ ସାଧାରଣ ଜିନିଷ ସବୁର ଦରଦାମ ବାବଦରେ ଅଜବ ତଥ୍ୟ ସବୁ ସାମ୍ନାକୁ ଆସୁଛି।
ଏବେ ସୋଶାଲ ମିଡିଆରେ ଜଣେ ବ୍ୟକ୍ତି ମୁମ୍ବାଇର ଏକ ହୋଟେଲର ଆକାଶଛୁଆଁ ବିଲ ବାବଦରେ ପୋଷ୍ଟ କରିଛନ୍ତି। ଟ୍ୱିଟରରେ ସେ ପୋଷ୍ଟ କରିଥିବା ଏହି ବିଲ୍କୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ସେ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ଗଣିଛନ୍ତି।
ଏହାପରେ ଲୋକେ ରାହୁଲ ବୋଷଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଭାଇ କ’ଣ ଆନ୍ଦୋଳନ କରିବା କି? ଆଉ କେହି କେହି ଲେଖିଛନ୍ତି ଏଇ ଅଣ୍ଡା ଭିତରୁ କ’ଣ ସୁନାବାହାରିବ ନା’ କଣ? ଜଣେ ତ ଲେଖିଛନ୍ତି ଯେ, ଏ ଅଣ୍ଡା ଦେଇଥିବା କୁକୁଡ଼ା ନିଶ୍ଚୟ ଜଣେ ବଡ଼ ଧନୀଲୋକଙ୍କ ଘରେ ଜନ୍ମ ନେଇଥିଲା।
2 eggs for Rs 1700 at the @FourSeasons Mumbai. @RahulBose1 Bhai Aandolan karein? pic.twitter.com/hKCh0WwGcy
— Kartik Dhar (@KartikDhar) August 10, 2019
Is ande ke sath Sona bhi nikla hai kya?
— A N U P R I Y A (@cricketwoman) August 10, 2019
🐥🐥🐣Chicken must be from very rich family…🤣🤣
— Bhushan (@bhushan87404847) August 10, 2019
I think they should charge MRP only. I'm willing to bring salt, oil and pepper from home. Even pay 5 rupees for gas cost. 🤣
— Sandeep Parekh (@SandeepParekh) August 11, 2019
Dinosaur ka anda tha bhai 1700 toh kaafi reasonable hai!
— shash (@aslileo) August 11, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।