ପୁଅର ହତ୍ୟାକାରୀଙ୍କ ଧମକ ପରେ ଦୃଷ୍ଟିବାଧିତଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ମାସେ ତଳେ ପୁଅର ଜୀବନ ଯାଇଥିଲା, ଏବେ ଦୃଷ୍ଟିବାଧିତ ବାପା ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନର ଭିୱଣ୍ଡିରେ ଏଭଳି ଘଟଣା ଘଟିଛି। ଏକ ସଡ଼କ ଦୁର୍ଘଟଣା ପରେ ୨୮ ବର୍ଷ ବୟସ୍କ ହରିଶ ଯାତବଙ୍କୁ ପିଟିପିଟି ହତ୍ୟା କରିଥିବା ଲୋକେ ତାଙ୍କ ବାପାଙ୍କୁ ଧମକାଇବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରତ୍ତିରାମ ଯାତବ ନାମକ ଏହି ବ୍ୟକ୍ତି ଭୟରେ ବିଷ ପଇ ଆତ୍ମହତ୍ୟା କରିଛନ୍ତି। କିଛି ଲୋକ କହୁଛନ୍ତି ପୁଅର ହତ୍ୟାକାରୀମାନଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟନୁଷ୍ଠାନ ନେବାରେ […]

Suicide

Suicide

Subrat Kumar Nayak
  • Published: Friday, 16 August 2019
  • Updated: 16 August 2019, 05:15 PM IST

ନୂଆଦିଲ୍ଲୀ: ମାସେ ତଳେ ପୁଅର ଜୀବନ ଯାଇଥିଲା, ଏବେ ଦୃଷ୍ଟିବାଧିତ ବାପା ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନର ଭିୱଣ୍ଡିରେ ଏଭଳି ଘଟଣା ଘଟିଛି। ଏକ ସଡ଼କ ଦୁର୍ଘଟଣା ପରେ ୨୮ ବର୍ଷ ବୟସ୍କ ହରିଶ ଯାତବଙ୍କୁ ପିଟିପିଟି ହତ୍ୟା କରିଥିବା ଲୋକେ ତାଙ୍କ ବାପାଙ୍କୁ ଧମକାଇବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରତ୍ତିରାମ ଯାତବ ନାମକ ଏହି ବ୍ୟକ୍ତି ଭୟରେ ବିଷ ପଇ ଆତ୍ମହତ୍ୟା କରିଛନ୍ତି। କିଛି ଲୋକ କହୁଛନ୍ତି ପୁଅର ହତ୍ୟାକାରୀମାନଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟନୁଷ୍ଠାନ ନେବାରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି।

ଜଣେ ଦୃଷ୍ଟିବାଧିତ ତଥା ଦଳିତ ବ୍ୟକ୍ତି ରତ୍ତିରାମଙ୍କ ଆଉ ଜଣେ ପୁଅ ଦିନେଶଙ୍କ କହିବା ଅନୁଯାୟୀ, ମୋ ବାପା ନ୍ୟାୟ ମାଗି ମାଗି ଥକିଗଲେ, କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ମୋ ଭାଇଙ୍କ ହତ୍ୟାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ମୋ ବାପା ଆଜି ମୋ ସହିତ ଥା’ନ୍ତେ। ତାଙ୍କୁ ନ୍ୟାୟ ନମିଳିବାରୁ ସେ ଜୀବନ ହାରିଦେଲେ।

ଅଲୱାରର ଏସ୍‌ପି କହିଛନ୍ତି, ତାଙ୍କୁ ମୃତାବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story