ଜଣକର ବିଜୁଳି ବିଲ୍‌ର ପରିମାଣ ୩ ହଜାର ୮୦୦ କୋଟି ଟଙ୍କା

ଜାମସେଦପୁର: ସାଧାରଣତଃ ପ୍ରତି ମାସରେ ବିଜୁଳି ବିଲ୍‌ ୫୦୦ ଶହ ବା ହଜାରେ ଟଙ୍କା ଆସିଥାଏ। ହେଲେ ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ବି.ଆର.ଗୁହାଙ୍କ ଘରକୁ ଆସିଛି ୩୮ ବିଲିୟନ ବା ୩ ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ୍ । ସେ ଏହି ବିଲ୍ ପୈଠ ନ କରିବାକରୁ  ବିଜୁଳି ବିଭାଗ ତାଙ୍କ ଘରୁ ବିଜୁଳି କାଟି ଦେଇଛନ୍ତି। ଗୁହା କହିଛନ୍ତି,“ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମୁଁ କେବେ ଏ ନେଇ ଚିନ୍ତା […]

electricty_bill

electricty_bill

Rakesh Mallick
  • Published: Monday, 14 August 2017
  • Updated: 14 August 2017, 02:51 PM IST

Sports

Latest News

ଜାମସେଦପୁର: ସାଧାରଣତଃ ପ୍ରତି ମାସରେ ବିଜୁଳି ବିଲ୍‌ ୫୦୦ ଶହ ବା ହଜାରେ ଟଙ୍କା ଆସିଥାଏ। ହେଲେ ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ବି.ଆର.ଗୁହାଙ୍କ ଘରକୁ ଆସିଛି ୩୮ ବିଲିୟନ ବା ୩ ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ୍ । ସେ ଏହି ବିଲ୍ ପୈଠ ନ କରିବାକରୁ  ବିଜୁଳି ବିଭାଗ ତାଙ୍କ ଘରୁ ବିଜୁଳି କାଟି ଦେଇଛନ୍ତି।

ଗୁହା କହିଛନ୍ତି,“ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମୁଁ କେବେ ଏ ନେଇ ଚିନ୍ତା ମଧ୍ୟ କରି ନ ଥିଲି। ଆମ ଘରେ ୩ଟି ରୁମ୍ ରହିଛି। ଯେଉଁଥିରେ ତିନୋଟି ପଙ୍ଖା ଓ ଟ୍ୟୁବଲାଇଟ୍‌ ଲାଗିଛି। ଏଥିରେ ଏତେ ଟଙ୍କାର ବିଲ୍‌ କେମିତି ଆସିଲା?”

ଗୁହାଙ୍କ ଝିଅ କହିଛନ୍ତି,“ମୋ ମାଆ ଡାୟାବେଟିସ୍‌ ଓ ବାପା ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ। ଘରକୁ ଯେତେବେଳେ ବି‌ଜୁଳି ବିଲ୍ ଆସିଲା ଆମେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ। ଆମେ ଏ ନେଇ ବିଜୁଳି ବିଭାଗ ବିରୋଧରେ ଏକ ଅଭିଯୋଗ ଦାଖଲ କରିଛୁ।”

ଏପରି ଘଟଣା ପ୍ରଥମ ଥର ଦେଖିବାକୁ ମିଳି ନାହିଁ। ଏହା ପୂର୍ବରୁ ୨୦୧୪ ମସିହାରେ ହରିୟାଣାର ପାନ ଦୋକାନୀଙ୍କ ପାଖକୁ ଅକ୍ଟୋବର ମାସରେ ୧୩୨ .୨୯ କୋଟି ଟଙ୍କାର ବିଜୁଳି ବିଲ୍ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story